Latest Odisha News

BREAKING NEWS

Browsing Category

ଅପରାଧ

କବିସୂର୍ଯ୍ୟନଗରରୁ ଅପହରଣ, ପାଟପୁରରୁ ମିଳିଲା ଅର୍ଦ୍ଧଦଗ୍ଧ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପାଟପୁର ଥାନା ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିବା ଘଟଣା ସାରା ଜିଲାରେ ଆଲୋଡ଼ନ ଖେଳାଇ ଦେଇଛି। ଅପହରଣ ପରେ ହତ୍ୟା ଏବଂ ହତ୍ୟା ପ୍ରମାଣକୁ ଲୁଚାଇବା ପାଇଁ ଶବକୁ ଜାଳି ଦିଆଯାଇଥିବା…

ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି  ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ…

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଢେଙ୍କାନାଳ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ…

“ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!”

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି । କଥାଟି…

ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଜବତ କଲା ପୋଲିସ; ଗୁଣି ଗାରେଡ଼ି ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମର ତ୍ରିନାଥ ପାତ୍ରଙ୍କ ଶବକୁ ମାଟି ତଳୁ ଜବତ କରିଛି ଶେରଗଡ଼ ଥାନା ପୋଲିସ । ତ୍ରିନାଥ ନିଖୋଜ ହୋଇଥିବା ନେଇ ତାଙ୍କ ଭାଇ ଚନ୍ଦ୍ରୁ ପାତ୍ର ଶେରଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଅନନ୍ତନଗର ତୋଟାରେ…

ରାଇକିଆରେ ମହିଳାଙ୍କ ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଦିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗରରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି । ଶୁକ୍ରବାର ସକାଳୁ ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ରାଇକିଆ ପୋଲିସ ମୃତଦେହ ଜବତ କରିଛି । ବୁଧିଆପଙ୍ଗା ଗ୍ରାମ ମୃତ ଯୁବତୀଙ୍କ ଘର। ଗୁରୁବାର ସକାଳୁ…

ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ମର୍ଡର, ଝଗଡ଼ା ପରେ ଭୁସି ଦେଲେ ଛୁରି

ବ୍ରହ୍ମପୁର: ଚଳନ୍ତା ଟ୍ରେନରେ ମର୍ଡର । ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ହତ୍ୟାକାଣ୍ଡ । ଶୁକ୍ରବାର ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା ଏକ୍ସପ୍ରେସ ଟ୍ରେନରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଟ୍ରେନ୍‌ ଭିତରେ କୌଣସି ଏକ ବିଷୟକୁ ନେଇ ପ୍ରଥମେ…

ସରପଞ୍ଚ ସମର୍ଥକଙ୍କ ଟାହି-ଟାପରା ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

ପାଟକୁରା: ଅସଦାଚରଣକୁ ସହ୍ୟ ନକରି ପାରି ଯୁବତୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦା ଗ୍ରାମର ପିଙ୍କି ଓରଫ ଶୁଭଶ୍ରୀ ସୁଭଦର୍ଶିନୀ ସ୍ୱାଇଁ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ ମାସ ଜୁନ ୧୭ରେ ଯୁବତୀଙ୍କ ପରିବାର ଲୋକଙ୍କ…

ନବରଙ୍ଗପୁରରେ ଜବରଦଖଲ ଜମିର ପଟ୍ଟା: ଲକ୍ଷାଧିକ ଠକି ବିଶ୍ୱରଞ୍ଜନ ସଗରିଆ ଗିରଫ

କୋଷାଗୁମୁଡ଼ା: ଜବରଦଖଲ ଜମିର ପଟ୍ଟା କରାଇ ଦେବା ନାଁରେ ଲକ୍ଷାଧିକ ଠକେଇ ହୋଇଛି । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ବିଶ୍ୱରଞ୍ଜନ ସଗରିଆ ଜମି ପଟ୍ଟା, ଡିଏଲ, ଲିଗାଲହେର ଆଦି ନକଲି କାଗଜପତ୍ର କରି ଲୋକଙ୍କୁ ଠକି ଗିରଫ ହୋଇଛି । ଅମୂଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ଠାରୁ ୯ ହଜାର…

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା…