Latest Odisha News

BREAKING NEWS

Browsing Category

ଅପରାଧ

ଦୁର୍ଦ୍ଧାନ୍ତ ଚୋର ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖରେ ବ୍ରହ୍ମପୁର ସହର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ମୟୂରୀ ବିହାର ଏକ ତାଲା ବନ୍ଦ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଦୁଇ ପେଶଦାର ଏବଂ ଦୁଇ ନାବାଳକ ଚୋରଙ୍କୁ ଗିରଫ କରାଯାଇଛି । ଏହି ୪ ଜଣିଆ ଦୁର୍ଦ୍ଧାନ୍ତ…

ନିଶା ବେପାରୀ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିର ଦୁଇ ନିଶା ବେପାରୀ ଭାଇ ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନଙ୍କ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ତରଫରୁ ଏହି ସମ୍ପତ୍ତି ବାଜ୍ୟାପ୍ତି…

ହାଇକୋର୍ଟରେ ହାତୀ ଶିକାର ମାମଲାରେ ଅସ୍ପଷ୍ଟ ସତ୍ୟପାଠ: ପୁଣି ଦାଖଲ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ଶିକାର ମାମଲାକୁ ପିସିସିଏଫ ଅଫିସରୁ ହାଇକୋର୍ଟରେ ଅସ୍ପଷ୍ଟ ତଥ୍ୟ ଦାଖଲ ହୋଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କ ଅଫିସର ଜଣେ ପ୍ରମୁଖ ସଂରକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ୫ ଜୁଲାଇ ୨୦୨୨ରେ ହାଇକୋର୍ଟରେ ଏଡି…

ପଦ୍ମପୁର ଇଲେକ୍ଟ୍ରିକାଲ ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ…

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି । ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ…

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ…

ବିବାହ ଆଗରୁ ପ୍ରେମିକାକୁ ବିଷ ଖୁଆଇଦେଲେ ପ୍ରେମିକ; ମୃତ୍ୟୁ ଆଗରୁ ପ୍ରେମିକାଙ୍କ ବୟାନ ରେକର୍ଡ

ଡେଲାଙ୍ଗ: ବଙ୍କିଲ ଅଞ୍ଚଳର ଜଣେ ଯୁବତୀ ପ୍ରେମିକ ମୁଣ୍ଡରେ ଦୋଷ ଲଦି ପ୍ରାଣ ତ୍ୟାଗ କରିଛନ୍ତି । କହିଲେ, କଥା ହେବାକୁ ଡାକି ଜବରଦସ୍ତି ବିଷ ଖୁଆଇଦେଲେ । ଗତ ୧୨ ତାରିଖରେ ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଯୁବତୀ । ଗତ ୧୫ ତାରିଖରେ…