Latest Odisha News

BREAKING NEWS

Browsing Category

ଅପରାଧ

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା…

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ…

ଜମ୍ମୁ ଜେଲ୍ ଡିଜିଙ୍କୁ ହତ୍ୟା ଘଟଣା, ରୋଷେୟା ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାରେ ପୋଲିସ ରୋଷେୟାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ୟାସିରକୁ କନାଚକ ଅଞ୍ଚଳର ଏକ ଚାଷଜମିରୁ ଗିରଫ କରିଛି । ଅଭିଯୁକ୍ତ ଚାଷଜମିରେ ଯାଇ ଲୁଚିଥିବା ବେଳେ ପୋଲିସ ଗିରଫ କରିଛି । ହେମନ୍ତ ଲୋହିଆଙ୍କୁ ହତ୍ୟା ପରେ…

ବିୟର ବୋତଲ ଭୁସି ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ…

ନକଲି ପୋଲିସକୁ ଧରିଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍। ପୋଲିସ ଲେଖାହୋଇଥିବା କାର୍‍ ଜବତ କରାଯାଇଛି ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା…

କାର୍‍ ଭିତରୁ ମିଳିଲା ୩.୭୦୦କିଲୋ ସୁନା, ୧୮୦ କିଲୋ ରୂପା

ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

ନୂଆପଡା: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ନୂଆପଡା ଜିଲ୍ଲା ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆଇନଜୀବୀ ସତ୍ୟ ନାରାୟଣ ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସତ୍ୟଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତ…

୨ ଲକ୍ଷ ଟଙ୍କା ସହ ଲୁଟେରାକୁ ଗିରଫ କଲା ବୌଦ୍ଧ ପୁଲିସ

ବୌଦ୍ଧ : ବୌଦ୍ଧ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେଉଥିବାର ଅନେକ ଅଭିଯୋଗ ଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ,  ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଯାଇ ଏହିଭଳି  ଟଙ୍କା ଲୁଟ୍‌ ଘଟଣାର…

ଡିସିପି ଅଫିସ ଘେରାଉ କଲା ବିଜେପି 

ଭୁବନେଶ୍ୱର :  ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି  । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ…

ଥାନା ଭିତରେ ଆତ୍ମହତ୍ୟା

ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ ।…