Latest Odisha News

BREAKING NEWS

Browsing Category

ଅପରାଧ

‘ଝିଅ-ଝିଅ’ ଚିଡ଼େଇବାରୁ ହତ୍ୟା କରିଦେଲା ସାଙ୍ଗ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଚିଡ଼ାଚିଡ଼ି ପାଇଁ ସ୍କୁଲ ସାଙ୍ଗକୁ ହତ୍ୟା କରିଛି । ଅଭିଯୁକ୍ତକୁ ଝିଅ-ଝିଅ କହି ଚିଡ଼େଇବାରୁ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି । କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏହି ହତ୍ୟା । ଅଭିଯୁକ୍ତକୁ ବାରମ୍ବାର ତାର ଶରୀର…

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ…

ଟେକ୍ସାସ୍ କ୍ଲାସରୁମରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବିଦେଶରେ ବଢ଼ି ଚାଲିଛି ଭାରତୀୟଙ୍କ ଉପରେ ଆକ୍ରମଣ । ଜାତି ଏବଂ ବର୍ଣ୍ଣ ଭେଦଭାବକୁ ନେଇ ଆକ୍ରମଣ ହୋଇଥିବା କେତେ ଘଟଣା ଆଗରୁ ନଜିର୍ ଅଛି । ଗତ ୧୧ ତାରିଖରେ ଘଟିଛି ପୁଣି ଏମିତି ଏକ ଘଟଣା । ଟେକ୍ସାସ ସହରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ହୋଇଛି ଆକ୍ରମଣ । କପେଲ୍ ମିଡିଲ୍…

ବିଜେଡିର ୬୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ୮୨ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା ରହିଛି । ‘ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ୍’ ବିଜୟୀ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସତ୍ୟପାଠ ବିଶ୍ଲେଷଣ କରି ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି…

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…

ପିଶାଚ ପୁଅ: ମାଆକୁ ପିଟିପିଟି ମାରିଦେଲା

ଅନୁଗୋଳ: ପୁଅ ସାଜିଲା ପିଶାଚ । ମାଆକୁ ପିଟିପିଟି ମାରିଦେଲା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନଦବାରୁ ବୃଦ୍ଧା ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ମୃତକ ହେଲେ ୬୨ ବର୍ଷୀୟ…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ପାକିସ୍ତାନରେ ଦୁଇ ଶିଖ୍ ଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ପାକିସ୍ତାନର ଖାଇବର୍ ପଖତୁନ୍ ରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଶିଖ୍ ଯୁବକଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଉଭୟ ନିଜ ଦୋକାନରେ କାମ କରୁଥିବା ବେଳେ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଖ୍ ଯୁବକ ରଣଜିତ୍ ସିଂ ଓ…

ବାଂଲାଦେଶରୁ ୯ ହଜାର କୋଟି ଠକେଇ; ଭାରତରେ ଧରିଲା ଇଡି

ଭୁବନେଶ୍ୱର: ପ୍ରଶାନ୍ତ କୁମାର ହଲଦର ନାମକ ଜଣେ ବ୍ୟକ୍ତି ବାଂଲାଦେଶରୁ ୯ ହଜାର କୋଟି ଟଙ୍କା ଠକେଇ କରି ଭାରତକୁ ଫେରାର ହୋଇଆସିଛନ୍ତି । ନକଲି କାଗଜପତ୍ର କରି ସେ ଭାରତୀୟ ନାଗରିକ ସାଜିଛନ୍ତି । ଭାରତୀୟ ନାଗରିକ ବନିବାର ସୁଯୋଗକୁ ଭରପୂର ଫାଇଦା ଉଠାଇଛନ୍ତି । ବାଂଲାଦେଶର ବିଭିନ୍ନ ବ୍ୟାଙ୍କରୁ…