Latest Odisha News

BREAKING NEWS

Browsing Category

ଅପରାଧ

[ଭିଡିଓ] ଭୁବନେଶ୍ୱର ସାଲିଆ ସାହିରେ ହାଣ୍ଡିଆ ହାଣ୍ଡି ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସାଲିଆ ସାହିରେ କମିଶନରେଟ୍ ପୋଲିସ ଚଢାଉ କରି ହାଣ୍ଡିଆ ହାଣ୍ଡି ଭାଙ୍ଗିଛି । ହଜାର ହଜାର ଲିଟର ଦେଶୀ ମଦ ପଷ୍ଟ କରିବା ସହ ହାଣ୍ଡିଆକୁ ମଧ୍ୟ ନଷ୍ଟ କରିଛି କମିଶନରେଟ୍ ପୋଲିସ । ଏହି ଚଢାଉରେ ସାମିଲ ଥିଲେ ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ପୋଲିସ ସମେତ ୩…

ସ୍ପେୟାର୍ ପାର୍ଟସ୍ ଆଳରେ ଚାଲିଥିଲା ନକଲି ମଦ ବୋତଲ ଠିପି ଓ ଷ୍ଟିକର୍ କାରବାର

ଅନୁଗୁଳ: ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାର୍ଡକୁ ମିଳିଲା ବଡ ଧରଣର ମିଳିତ ସଫଳତା । ଅନୁଗୁଳ ଜିଲ୍ଲା ରାଣୀଗୁଡାରେ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଠିପି ଓ ଷ୍ଟିକର୍ । ସ୍ପେୟାର ପାର୍ଟସ୍ ଆଳରେ ଏହି କାରବାର ଚାଲିଥିବା ନେଇ ସୂଚନା ରହିଛି । ରାଣୀଗୁଡାର ଜୟ ପ୍ରକାଶ…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ । ଆଜି ଜରେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର…

ବେଙ୍ଗାଳୁରୁରେ ଠକେଇ, ଭୁବନେଶ୍ୱରରୁ ୩ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଚାକିରି ନାଁରେ ବେଙ୍ଗାଳୁରୁରେ ଠକେଇ । ଭୁବନେଶ୍ୱରରୁ ଗିରଫ । ୩ ଆନ୍ତଃରାଜ୍ୟ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ । ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି । ଚାକିରି କରାଇବା ନାଁରେ ୨୦ ଲକ୍ଷ ଠକେଇ ଅଭିଯୋଗରେ ୩…

ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ ।…

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା । କ୍ୟାଚ୍ ନ୍ୟୁଜ୍ ରିପୋର୍ଟ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ନୟାଗଡ଼: ପରକୀୟା ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ଲଳିତ କୁମାର ସାହୁ ୫ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ମାମିନା ସାହୁଙ୍କୁ ବିବାହ କରିଥିଲା । ମାମିନା ଫୋନ୍‌ରେ…

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ୪ ରାଉଣ୍ଡ ଗୁଳିମାଡ଼, ଟ୍ୱିଟ୍ କରି ସୂଚନା ଦେଲେ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସଲିମିନ୍ (ଆଇଏଏମଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାସିଙ୍କ ଗାଡ଼ି ଉପରକୁ କିଛି ଦୁବୃର୍ତ ଆଜି ଗୁଳିମାଡ଼ କରିଛନ୍ତି । ଏନେଇ ଅସଦୁଦ୍ଦିନ ତାଙ୍କ ଟ୍ୱିଟର ହାଣ୍ଡେଲୁ ଏକ ଟ୍ୱିଟ୍ କରିଛନ୍ତି । ମିରଟରୁ ନିର୍ବାଚନ ପ୍ରଚାର…

ଗିରଫ ହେଲେ କୋଟିପତି ସହକାରୀ ଅଧିକାରୀ ରତ୍ନାକର

କଟକ: ଗିରଫ ହେଲେ ନୂଆପଡା ଜିଲ୍ଲା କୋଟିପତି ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି । ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ’ଙ୍କ ନାଁ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆବଶ୍ୟକ…