Latest Odisha News

BREAKING NEWS

Browsing Category

ଅପରାଧ

ପିଶାଚ ପୁଅ: ମାଆକୁ ପିଟିପିଟି ମାରିଦେଲା

ଅନୁଗୋଳ: ପୁଅ ସାଜିଲା ପିଶାଚ । ମାଆକୁ ପିଟିପିଟି ମାରିଦେଲା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନଦବାରୁ ବୃଦ୍ଧା ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ମୃତକ ହେଲେ ୬୨ ବର୍ଷୀୟ…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ପାକିସ୍ତାନରେ ଦୁଇ ଶିଖ୍ ଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ପାକିସ୍ତାନର ଖାଇବର୍ ପଖତୁନ୍ ରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଶିଖ୍ ଯୁବକଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଉଭୟ ନିଜ ଦୋକାନରେ କାମ କରୁଥିବା ବେଳେ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଖ୍ ଯୁବକ ରଣଜିତ୍ ସିଂ ଓ…

ବାଂଲାଦେଶରୁ ୯ ହଜାର କୋଟି ଠକେଇ; ଭାରତରେ ଧରିଲା ଇଡି

ଭୁବନେଶ୍ୱର: ପ୍ରଶାନ୍ତ କୁମାର ହଲଦର ନାମକ ଜଣେ ବ୍ୟକ୍ତି ବାଂଲାଦେଶରୁ ୯ ହଜାର କୋଟି ଟଙ୍କା ଠକେଇ କରି ଭାରତକୁ ଫେରାର ହୋଇଆସିଛନ୍ତି । ନକଲି କାଗଜପତ୍ର କରି ସେ ଭାରତୀୟ ନାଗରିକ ସାଜିଛନ୍ତି । ଭାରତୀୟ ନାଗରିକ ବନିବାର ସୁଯୋଗକୁ ଭରପୂର ଫାଇଦା ଉଠାଇଛନ୍ତି । ବାଂଲାଦେଶର ବିଭିନ୍ନ ବ୍ୟାଙ୍କରୁ…

୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

ଉତ୍ତରପ୍ରଦେଶ  : ପ୍ରେମ ଯୋଗୁ ନାରକୀୟ କାଣ୍ଡ ଘଟାଇଛି ଯୁବକ । ଯାହା ଦେଖିଲେ ଆଉ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏକତରଫା ପ୍ରେମ କରି ଯୁବକ ଜଣକ ଘଟାଇଛନ୍ତି ଜଘନ୍ୟ କାଣ୍ଡ ।  ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ । ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର…

ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁର: ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିଥିଲେ ।  । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ…

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…