Latest Odisha News

BREAKING NEWS

Browsing Category

ଅପରାଧ

ଛାତ୍ର ନେତାଙ୍କ ଛତ୍ରଛାୟାରେ ଜାଲ ସାର୍ଟିଫିକେଟ୍ କାରବାର ଅଭିଯୋଗରେ ପ୍ରତିବାଦ

ଭଦ୍ରକ: ଭଦ୍ରକରେ କିଏ ଯୋଗାଉଛି ଛାତ୍ରଙ୍କୁ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର? କେଉଁ ଆଧାରରେ ଚାଲିଥିଲା ଯୁକ୍ତ ୩ ଆଡ଼ମିଶନ? ଆଡ଼ମିଶନ ବେଳେ କାହିଁକି ସାର୍ଟିଫିକେଟ୍ ଯାଞ୍ଚ କଲେନି କଲେଜ କର୍ତ୍ତୃପକ୍ଷ? ନକଲି ସାର୍ଟିଫିକେଟରେ ଆଡମିଶନ ଚାଲିଥିବା ନେଇ କିଛି ଛାତ୍ର ଅଭିଯୋଗ କରିବା ପରେ ସାମ୍ନାକୁ…

କଟକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକରୁ ପୁଣି ଧରା ହେଲା ଧଳା ଜହର । ବାଲିଯାତ୍ରା ପଡ଼ିଆ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କମିସନରେଟ୍ ପୋଲିସ ସୂଚନା ଦିଆଯାଇଛି । ବ୍ରାଉନସୁଗାର୍ କାରବାର ଘଟଣାରେ ବାପା ପବିତ୍ର ମହାନ୍ତି ଓ…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

ମାଲକାନଗିରି: ସ୍ୱାଭିିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲା ବିଏସଏଫ । ଏହାସହ ୫ ଆଇଇଡି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଇଇଡି ନଷ୍ଟ କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ସ୍ଥାପିତ ହୋଇଛି ଘନବେଡ଼ା…

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ…

୨ଟି କଲରା ପତରିଆ ବାଘ ଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ବାରିପଦା: ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ଧରା ପଡ଼ିଲା ବାଘ ଛାଲ ବେପାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଏସସିବି ଜୁନିଅର୍ କଲେଜ ନିକଟରୁ ବାଘ ଛାଲ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୨ଟି କଲରା ପତରିଆ ବାଘ ଛାଲ । ବିଶେଷ…

ସାବଧାନ ! ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା

ପୁରୀ: ଶ୍ରୀମନ୍ଦିରରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ଅଜ୍ଞାତ ଲୁôଟେରା । ସକ୍ରିୟ ଅଛନ୍ତି ଭଳିକିଭଳି ଚୋର । ଆଖିପିଛୁଳାକେ ଉଭାନ୍ ହେଇଯାଉଛି ମନି ପର୍ସ, ଅଳଙ୍କାର ଓ ଭ୍ୟାନିଟି ବ୍ୟାଗ୍ । ଲୁôôଟର ଶିକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ନୀରିହ ଭକ୍ତ । ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି…

ଏନକାଉଣ୍ଟରରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର: ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଚମ ଏନ୍କାଉଣ୍ଟର । କାଶ୍ମୀର ଜୋନ ପୋଲିସ ଜମ୍ମୁ-କଶ୍ମୀରରେ ଆରମ୍ଭ କରିଥିଲେ ଏନକାଉଣ୍ଟର ଅଭିଯାନ । ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ…

ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା, ୧୦ ଦିନ ପରେ ଧରାପଡ଼ିଲା ଅଭିଯୁକ୍ତ

କୋରାପୁଟ : ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଜୟପୁର ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ କୁସୁମପୁଟର ମୀନ ବାରିକ । ପାଡୁଆ ଜଙ୍ଗଲରୁ…

ବ୍ୟାଟେରୀ ଚୋରି କରି ୪ ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଚୋରି । ନବବର୍ଷର ପ୍ରଥମ ରାତିରେ ଚୋରି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ବିଳମ୍ବିତ ରାତିରେ ଅପରାଧୀମାନେ ଖଣ୍ଡଗିରି ଥାନା ଅନ୍ତର୍ଗତ ଖାରବେଳ ହୋଟେଲ ନିକଟରେ ଥିବା ଇଣ୍ଡସ ଟାୱାର ଭିତରକୁ ପଛ ଗେଟର ତାଲା ଭାଙ୍ଗି ଏକ ବୋଲେରୋ ମ୍ୟାକ୍ସ…