Latest Odisha News

BREAKING NEWS

Browsing Category

ଅପରାଧ

[ଭିଡ଼ିଓ] ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା: ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଦାଖଲ

ପୁରୀ: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏହା ଫରେନସିକ୍ ଲ୍ୟାବକୁ ଦିଆଯାଇଛି ଯାଞ୍ଚ ପାଇଁ । ପୋଷ୍ଟମର୍ଟମ ରିପୋର୍ଟ ମେଳ ଖାଇବା ପରେ ଚିତ୍ତ ମର୍ଡରର ପର୍ଦ୍ଦାଫାଶ ହେବ। ଯାହା…

ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ। ୧୪ ମାସ ଜେଲ୍‌ରେ ରହିବା ପରେ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସୋମବାର ସନ୍ଧ୍ୟାରେ ସେ ବାହାରକୁ ବାହାରିଛନ୍ତି। ନିର୍ଯାତନା ମାମଲାରେ ଜାମିନ ମିଳିବା ପରେ…

ଆସିଲା ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ଏହି ପୋଷ୍ଟମର୍ଟମ ରିପୋର୍ଟକୁ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ…

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା: ୪ ଜଣଙ୍କର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏସଓ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଆଜି ୪ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବକୁ…

ବନ୍ଧୁକ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍: ୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୋଳ: ଏସଟିଏଫର ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ । ୭ଟି ଗୁଳି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ନିକଟରୁ ଏସବୁ ବନ୍ଧୁକ ଜବତ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତର ନାଁ ରତ୍ନାକର କାଲଟା । ଘର ସମ୍ୱଲପୁର ଜିଲ୍ଲା…

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ…

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇଣବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏକ ପ୍ରେସ୍ ରିଲିଜ ଜାରି କରି ତଦନ୍ତ ନିର୍ଦ୍ଦେଶ…

ପୁରୀରେ ଚାଂଚଲ୍ୟ, ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ ଅଭିଯୋଗରେ ହୋଟେଲ ବୟ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ ମାମଲାରେ ଚାଂଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ଜଣେ ହୋଟେଲ ବୟ ଗିରଫ ହୋଇଛି । ଅନ୍ୟପଟେ ନଗ୍ନ ଭିଡିଓ ଉତ୍ତୋଳନ ଖବରକୁ ନେଇ ଓଡିଶା ତଥା ଓଡିଶା ବାହାରର ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ପୋଲିସ ରିପୋର୍ଟ…

ସ୍କୁଲ ପରିସରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ସ୍କୁଲ ପରିସରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍କୁଲ ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ଖୋଜାଖୋଜି…

ଦିଲ୍ଲୀର ରୋହିଣୀ କୋର୍ଟରେ ଟିଫିନ୍ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଖବର ଟିକେ ବିଳମ୍ବରେ ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଟିଫିନ୍ ବୋମା ବିସ୍ଫୋରଣ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି । ପ୍ରାଥମିକ ତଦନ୍ତରେ ଏକ ଲାପଟପ୍…