Latest Odisha News

BREAKING NEWS

Browsing Category

ଅପରାଧ

ବିଧାୟକ ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା…

ପୁରୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୫ ବେପାରୀ ଗିରଫ

ପୁରୀ: ଅପରେସନ ବ୍ରାଉନସୁଗରରେ ପୁରୀ ପୋସଲିସକୁ ସଫଳତା । ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ ହୋଇଛି । ଏହି ଘଟଣାରେ ୫ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ୨୫୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ୫ ବେପାରୀଙ୍କ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ କନ୍ଧମାଳର ୨ ଯୁବକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ…

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା ।…

ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି, ଖବର ଦେଲେ ମିଳିବ ପୁରସ୍କାର

କେନ୍ଦୁଝର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର୍‌ ଉପରେ ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି ହୋଇଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ଫଟୋ ସଂଗ୍ରହ କରି ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ପୋଲିସ । ଏଥିସହ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି…

ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ୩ ଗଞ୍ଜେଇ ବେପାରୀ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ବାଡକୁ ମିଳିଛି ବଡ଼ ସଫଳତା । ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ଗିରଫ ହୋଇଛନ୍ତି ୩ ଗଞ୍ଜେଇ ବେପାରୀ । ଗାଡିରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରି ଅଭିଯୁକ୍ତ ରୂପେଶକୁ କାବୁ କରିଛି ପୋଲିସ । ଏନଡ଼ିପିଏସ ଆକ୍ଟ ଓ ଆର୍ମସ ଆକ୍ଟ…

ଗଜପତିରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ, ୩ ଫେରାର

ଗଜପତି : ଗଜପତି ପୋଲିସକୁ ବଡ଼ ସଫଳତା । ଆର. ଉଦୟଗିରି ଥାନା ପୋଲିସର ପାଟ୍ରୋଲିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ପତେଇଗୁଡା ଗ୍ରାମ ଓ ଅନୁଗୁରୁ ଗ୍ରାମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରୁ ୯ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା…

ଆର୍ଯ୍ୟନଙ୍କ ପାଇଁ ନୂଆ ଓକିଲ ନିଯୁକ୍ତ

ମୁମ୍ବାଇ: ପୁଅ ଆର୍ଯ୍ୟନ ପାଇଁ କିଙ୍ଗଖାନ ଶାହରୁଖଙ୍କ ଚିନ୍ତା ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଅ ପାଇଁ ଏବେ କିଙ୍ଗଖାନ ଯୋଗାଡ କରିଛନ୍ତି ଆଉ ଜଣେ ଓକିଲ । ଏ ହେଉଛନ୍ତି ସେହି ଓକିଲ ଯିଏ ସଲମାନଙ୍କୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜାମିନରେ ମୁକୁଳାଇଥିଲେ ।…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ଦେୱାସ୍…