Latest Odisha News

BREAKING NEWS

Browsing Category

ଅପରାଧ

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩…

ଦିଦି ନିଖୋଜ ମାମଲା: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ୩ ଜଣ ନିଲମ୍ବିତ

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଲିକ୍ ସ୍କୁଲ ଓ କଲେଜର ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଗୋବିନ୍ଦ ସାବୁ । ଗତକାଲି ପୋଲିସ ବ୍ୟାରେକରୁ ସେ ଛୁ ମାରିଛନ୍ତି । ଏହି ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର…

ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୂ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହରିଚନ୍ଦନପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର ତରୁ ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ । ଘଟଣାରେ ଶାଶୂକୁ ଗିରଫ କରିଛି ବଡ଼ଚଣା ପୋଲିସ । ସୂଚନା…

ମନୀଷ ଅନୁରାଗ ହତ୍ୟା ମାମଲା : ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ରିମାଣ୍ଡରେ ଯିବେ ହତ୍ୟା ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନଫୋସିଟି ଥାନା…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ତାଲିକାରେ ବ୍ରହ୍ମପୁର ସହର ତଥା ସହର ଉପକଣ୍ଠ ଅଞ୍ଚଳର ୧୦…

ଠେକୁଆ ମାଂସ ପାଇଁ ସ୍ତ୍ରୀହନ୍ତା ସାଜିଲା ମାତାଲ ସ୍ୱାମୀ

ପାଟଣାଗଡ: ଛୋଟଛୋଟ କଥାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳିଝଗଡା ଲାଗିବା କିଛି ନୂଆ କଥା ନୁହେଁ । ହେଲେ ସେହି ସାମାନ୍ୟ ଝଗଡା ଯଦି ହତ୍ୟାକାଣ୍ଡର ରୂପ ନିଏ, ତେବେ କ’ଣ କରିବେ ଆପଣ ? ବଲାଙ୍ଗୀର ଜିଲ୍ଲାରେ ଠେକୁଆ ମାଂସ ଖାଇବାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନଥିଲା ।…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିବ କମିଶନରେଟ ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି । ୫ ଦିନିଆ…

ମୟୂରଭଞ୍ଜ ବୈଶିଙ୍ଗାରେ ଲଜ୍ଜା, ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ : ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥ କଳମାରେ ଲଜ୍ଜା । ପ୍ରେମିକକୁ ମାଡ଼ ମାରି +୩ରେ ପଢୁଥିବା ପ୍ରେମିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି ତିନି ଜଣ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି…