Latest Odisha News

BREAKING NEWS

Browsing Category

ଅପରାଧ

ଖୋଲୁଛି ଡ୍ରଗ୍ସ କାରବାରର ଗୁମର, କାଲି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି

ମୁମ୍ବାଇ : ଖୋଲୁଛି ଡ୍ରଗ୍ସ କାରବାରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆର୍ଯ୍ୟନଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହୋଇଛି । ପ୍ରଥମଟଇ ହେଲା ଏନସିବିର ଜେରା ବେଳେ ଡ୍ରଗସ ନେବା ବିଷୟରେ ସ୍ବୀକାର କରିଛନ୍ତି ଆର୍ଯ୍ୟନ । ଦ୍ବିତୀୟଟି ହେଲା ଶାହରୁଖଙ୍କ…

ଅସ୍ଥି କର୍କଟରେ ପୀଡ଼ିତ ପୁଅକୁ ମାରି ଦେଲା ବାପା

ତାମିଲନାଡୁ : ଅସ୍ଥି କର୍କଟରେ ପୀଡିତ ପୁଅକୁ ମାରି ଦେଲା ବାପା । ଏହି କୁତ୍ସିତ କାର୍ଯ୍ୟରେ ସହଯୋଗ କରିବା ଅଭିଯୋଗରେ ବାପା ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ…

ଡିଆରଡିଓ ତଥ୍ୟ ଲିକ୍‌ ମାମଲା, ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍‌ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍‌…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…

ଚାଲିଛି ଫେଷ୍ଟିଭ୍ ସିଜିନ୍ ସେଲ୍‌, ଅର୍ଡର୍ କଲେ ମିଳୁଛି ଇଟା ଓ ନଟ୍ ବୋଲ୍ଟ

ଭୁବନେଶ୍ୱର: ବର୍ତ୍ତମାନ ଏକାଧିକ ଅନ୍‌ଲାଇନ୍ ଇ-କମର୍ସ ସାଇଟ୍ ଫେଷ୍ଟିଭ୍ ସିଜିନ୍ ସେଲ୍ ଆରମ୍ଭ କରିଛନ୍ତି । ଲୋକେ ବି ମନଲୋଭା ଦେଖି ଅଫର ଦେଖି ଆକର୍ଷିତ ହୋଇ ସପିଂ କରିବାରେ ଲାଗିପଡିଛନ୍ତି । ହେଲେ ଲୋଭନୀୟ ଅଫର କିଛି ଲୋକଙ୍କ ମନ ଖଟା କରିଦେଇଛି । ନିକଟରେ କିଛି ସୋସିଆଲ୍ ମିଡିଆ ୟୁଜର୍ସ…

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍…

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ୫ ଅଟକ

ସମ୍ବଲପୁର: ଜୁଆଡିଙ୍କ ନାକେଦମ କରିଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଆଜି ମାନେଶ୍ୱର ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ସଦର ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାନେଶ୍ୱର ଗାଁର କେନାଲପଡାରେ ପୋଲିସ ଚଢାଉ…

ବଲାଙ୍ଗିରରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍, ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ସହର ରେଳ ଷ୍ଟେସନ ରାସ୍ତା ଏଫସିଆଇ ଗୋଦାମ ନିକଟରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ଅଭିଯୋଗ । ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗିର ସହର କଂସାରୀପଡାର ସିଦ୍ଧାର୍ଥ କୁମ୍ଭାର ।…

ବଲାଙ୍ଗିରରେ କାବୁ ହେଲା ଏଟିଏମ୍ ଲୁଟେରା

ବଲାଙ୍ଗିର : ବଲାଙ୍ଗିରରେ କାବୁ ହେଲେ ଏଟିଏମ୍ ଲୁଟେରା । ଏଟିଏମ ଭିତରେ ସାହାଯ୍ୟ ବାହାନାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଲୋକେ । ଘଟଣାରେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି । ଅଟକ ଥିବା ଲୁଟେରାକୁ ଲୋକେ ଟାଉନା ଥାନା ପୋଲିସ ଜିମା ଦେଇଛନ୍ତି । ଅଟକ…