Latest Odisha News

BREAKING NEWS

Browsing Category

ଅପରାଧ

ମୁନିଗୁଡା ପୋଲିସ ଦ୍ବାରା ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡ଼ା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା । ୨୨ କିଲୋ ୧୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ମୁନିଗୁଡା ଥାନା ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଗତିଗୁଡା ଛକ ନିକଟରେ…

ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି ଅଭିଯୋଗରେ ୫ ଅଟକ

ବାଲେଶ୍ୱର: ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ଏପରି ଘଟଣା ଦେଶର କୌଣସି ଆନ୍ତର୍ଜାତୀକ ସୀମା ନୁହେଁ ବରଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ସାମ୍ନାକୁ ଆସିଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଓ ପଡୋଶୀ ଦେଶକୁ ପଠାଇବା ସନ୍ଦେହରେ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ…

୧୦ ଲକ୍ଷରୁ ଅଧିକ ଟଙ୍କାର ମଦ ବୋଝେଇ ଟ୍ରକ ଜବତ, ଡ୍ରାଇଭର ସହ ୩ ଗିରଫ

ବାଲେଶ୍ବର : ବାଲେଶ୍ମବର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଜବତ ।୧୦ ଲକ୍ଷରୁ ଅଧିକ ଟଙ୍କାର ମଦକୁ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡା ଜବତ କରିଛି ଅବକାରୀ ବିଭାଗ । ମଦ ଚୋରା ଚାଲାଣ ଘଟଣାରେ ସୋର ପଠାଣମହଲା ଗ୍ରାମର ଡମ୍ପର ଡ୍ରାଇଭର ଶେଖ ଆବୁ ରହିମକୁ ଗିରଫ କରାଯାଇଛି ।…

ପୋଲିସ ହାତରେ ଧରାପଡିଲା ନକଲି ବିଦ୍ୟୁତ୍ ବିଲ୍ ଆଦାୟକାରୀ

ମାଲକାନଗିରି: ନକଲି ସାମଗ୍ରୀ ବିକ୍ରୟ ଓ ଭେଜାଲ୍ ଖାଦ୍ୟ ଯୋଗାଣ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ବୋଧ ହୁଏ ନକଲି ବିଦ୍ୟୁତ ବିଲ୍ ଆଦାୟ ଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ଅର୍କେଲ୍ ଥାନା ଅନ୍ତର୍ଗତ ଏମ୍‌ଭି-୩୦ ନମ୍ବର ଗାଁରେ ପୋଲିସ ହାତରେ…

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ…

ହାଇପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ, ୩ ଗିରଫ

କଟକ : ହାଇ ପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ । ୩ ଜଣ ଠକଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି ୬୦ ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ଜମି ମାଲିକଙ୍କ ଅଜ୍ଞାତରେ ତାଙ୍କ ଜମିର ନକଲି ଦସ୍ତାବିଜ ଦାଖଲ କରି…

ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ : ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା । ଅମାନୁଷିକ ଭାବେ ଆଉ ଜଣେ ନିର୍ଭୟାଙ୍କୁ ମୁମ୍ବାଇରେ ଦୁଷ୍କର୍ମ କରାଯାଇଛି । ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗକୁ ଲୁହା ରଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ…

ଫେକବୁକ୍ ସୁନ୍ଦରୀଙ୍କୁ ଗିରଫ, ଫେକ୍ ଆକାଉଣ୍ଟ ଖୋଲି ଯୁବକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର: ଫେସବୁକରେ ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଚୂନା ଲଗାଉଥିଲେ ମହିଳା । ଏକାଧିକ ଯୁବକଙ୍କୁ ଲୁଟୁଥିଲେ । ଏବେ ଧରାପଡ଼ିଗଲା କାରସାଦି । ଭୁବନେଶ୍ୱର ସହିଦନଗର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଫେସବୁକର ଫେକ୍ ଆଞ୍ଜେଲ ପ୍ରିୟା । ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ ।…