Latest Odisha News

BREAKING NEWS

Browsing Category

ଅପରାଧ

ଧରାପଡିଲେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ : ସୁନା, ରୁପା ଅଳଙ୍କାର ଜବତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତଃ ଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା ଜବତ ହୋଇଛି । ଘଟଣାରେ ୫ ଜଣ ସିନ୍ଧି ଚୋରଙ୍କ ସହ ୪ ଜଣ ରିସିଭର ଗିରଫ ହୋଇଛନ୍ତି । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଛି ବଡ ସଫଳତା । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜଣେ ଡାକ କର୍ମଚାରୀ ଗିରଫ ହୋଇଛି । ଗିରଫ ଡାକ କର୍ମଚାରୀର ପରିଚୟ ଭାରତ ଗୋଦାରା ବୋଲି ଜଣାପଡିଛି । ଜୟପୁର ରେଳବାଇ ଷ୍ଟେସନ ସ୍ଥିତ ପୋଷ୍ଟ ଅଫିସରେ…

ଥାନା ସମ୍ମୁଖରେ ମନ୍ଦିର, ଲକ୍ଷାଧିକ ଟଙ୍କା ଓ ଗହଣା ଧରି ଚମ୍ପଟ୍ ମାରିଲେ ଲୁଟେରା

ବରଗଡ: କରୋନା କଟକଣା କୋହଳ ହେବା ପରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଅନ୍ୟପଟେ ବରଗଡ ଜିଲ୍ଲାର ଏକ ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଛି । ଅତାବିରା ଦୁର୍ଗା ମନ୍ଦିରରେ ଚୋରି ମାମଲା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାରେ ଚୋରି, ଡକାୟତି ଓ ନିଶା କାରବାର…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଜଣେ ମୃତ

କୋରାପୁଟ: କେତେ ମାରାତ୍ମକ ପୂର୍ବ ଶତ୍ରୁତା ? କ୍ରୋଧ ଓ ପ୍ରତିଶୋଧ କଣ ସମସ୍ତ ସମସ୍ୟାର ସମାଧାନ । ବୋଧ ହୁଏ ଏହି ଦୁଇଟି ଉକ୍ତିର ଅର୍ଥ କୋରାପୁଟ ଜିଲ୍ଲାର ଘଟୁଆଳ ଗୁଡାର ଲୋକେ ବୁଝିପାରିନଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟୁଆଳଗୁଡାରେ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ।…

ଚିଟଫଣ୍ଡ ଦୁର୍ନୀତି ମାମଲା: ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନର ୱାଏସଆର କଂଗ୍ରେସର ପୂର୍ବତନ ବିଧାୟକ ଏମ. ବିଜୟ ପ୍ରସାଦକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ସେ ଏବେ ଆନ୍ଧ୍ରପ୍ରଦେଶର ଶିକ୍ଷା ଓ…

କାର ସହ ୧୩୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ଗଜପତି : ପୁଣି ଆନ୍ତରାଜ୍ୟ ଗଂଞ୍ଜେଇ ଚୋରା ଚାଲାଣ ରାକେଟ ଠାବ । ଗଜପତି ଜିଲ୍ଲା ମୋହନା ପୋଲିସ ଜରଉ ଘାଟିରୁ କାର ସହ ୧୩୨ କେଜି ଗଞ୍ଜେଇ ଜବତ ହୋଇଛି । ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଆଜି ଗୋବିନ୍ଦପୁର ଓ ଜରଉ ଅଞ୍ଚଳରେ…

ରେଙ୍ଗାଲିରୁ ଜବତ ଲିଟରଲିଟର ଦେଶୀ ମଦ, ୩ ଗିରଫ

ବଲାଙ୍ଗୀର: ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରୁ ଜବତ ହୋଇଛି ୧୧୦ ଲିଟର ଦେଶୀ ରନ୍ଧା ମଦ । ଅବକାରୀ ବିଭାଗର ଚଢାଉରେ ଦେଶୀ ମଦ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମଦ ବିଷୟରେ ଖବର ପାଇ ଅବକାରୀ ବିଭାଗର ବଲାଙ୍ଗୀର ମୋବାଇଲ…

ସେକ୍ସ ରାକେଟ୍ ଧରାପଡ଼ିବା ପରେ ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସ୍‌ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସେକ୍ସ ରାକେଟ କାବରା । ଧରାପଡ଼ିବା ପରେ ହୋଟେଲ୍ ସିଲ୍ ହେଲା । ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସକୁ ସିଲ୍ କରିଛି କମିଶନରେଟ ପୋଲିସ । ହୋଟେଲ ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛି ପୋଲିସ ।…

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି…

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

ଅନୁଗୁଳ: ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଗତକାଲି ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ୧୦ଟାରେ କରମଙ୍ଗା ସାହିର…