Latest Odisha News

BREAKING NEWS

Browsing Category

ଅପରାଧ

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬…

କଲରା ପତରିଆ ବାଘ ଛାଲ ଜବତ ମାମଲାରେ ଡେପୁଟି ରେଂଜରଙ୍କ ପୁଅ ଗିରଫ

ବାରିପଦା: ବିଗତ ଦିନରେ ବାରିପଦା ଦିବ୍ୟା ହୋଟେଲରୁ କରଲା ପତରିଆ ବାଘ ଛାଲ ଜବତ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ବାରିପଦା ବନବିଭାଗ ଗତକାଲି କୋର୍ଟ ଚାଲାଣ କରିଥିଲା ।…

ରାଜଧାନୀରୁ ବନ୍ଧୁକ ଓ ଗୁଳି ସହ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ । ତା ନିକଟରୁ ଜବତ ହୋଇଛି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ନାଁ ଭାବଗ୍ରାହୀ ସାହୁ । ସେ ଜଣେ ବ୍ରାଉନସୁଗର ବେପାରୀ । ତା ନିକଟରୁ ୭୦ ଗ୍ରାମ୍ ବ୍ରାଉନସୁଗର ବି ଜବତ ହୋଇଛି । ଯାହାର…

କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ : କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ । ଚଢ଼ାଉ ବେଳେ ୩ଟି ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଯନ୍ତ୍ରପାତି ଓ ସାମଗ୍ରୀକୁ ଜବତ କରାଯାଇଛି ।…

କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକ୍ ବିଭାଗ ଏମଆରଟି ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ । ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନସ୍ । କେନ୍ଦୁଝରର ନେସ୍କୋ କାର୍ଯ୍ୟାଳୟରେ ମିଟର୍ ରିଡିଂ ବିଭାଗରେ ଡେପୁଟି ମ୍ୟାନେଜର…

ଗୁପ୍ତତଥ୍ୟ ଲିକ୍ ଘଟଣାର ଦୁବାଇ ଲିଙ୍କ୍, ଚାଞ୍ଚଲ୍ୟକର ଖୁଲାସା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଚାନ୍ଦିପୁର ଆଇଟିଆରରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଗିରଫ ୫ ଅଭିଯୁକ୍ତଙ୍କ ଜେରା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗୁପ୍ତ ତଥ୍ୟ ଲିକ ଘଟଣାରେ ରହିଛି ଦୁବାଇ ଲିଙ୍କ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ଦୁଇଟି…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁକୁ ନେଇ ସସପେନ୍ସ, ଶିଷ୍ୟ ଆନନ୍ଦ ଗିରି ଗିରଫ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ । ମହନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ସସପେନ୍ସ ଜାରି ରହିଥିବା ବେଳେ, ତାଙ୍କର ଜଣେ ଅତି ନିକଟତର ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିଛି ପୋଲିସ । ଆନନ୍ଦ…

ଚାଲିଥିଲା ବାଘଛାଲ ଡିଲ୍‌, ମାଡିବସିଲା ବାରିପଦା ବନ ବିଭାଗ

ବାରିପଦା: ମୟୁରଭଂଜ ଜିଲ୍ଲାରେ ଚାଂଚଲ୍ୟ ଖେଳାଇଛି ବାଘଛାଲ ଡିଲ୍ । ଏହି ମାମଲାରେ ବାରିପଦା ବନ ବିଭାଗ ହାତରେ ଧରାପଡିଛନ୍ତି ଦୁଇ ଅଭିଯୁକ୍ତ । ଅଧିକ ତଥ୍ୟ ପାଇଁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ବାରିପଦାର ଏକ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍ । କୌଣସି ସୁତ୍ରରୁ ଖବର ପାଇ…

ପାରଳା ACF ମୃତ୍ୟୁ ମାମଲା: ଆଜି ହୋଇପାରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ପାରଳାଖାମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ହୋଇପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବରେ ଟେଷ୍ଟ ହୋଇପାରେ । ପୂର୍ବରୁ ଗଜପତି ଡିଏଫଓ ସଂଗ୍ରାମ…