Latest Odisha News

BREAKING NEWS

Browsing Category

ଅପରାଧ

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା । ଢେଙ୍କାନାଳ ଜିଲ୍ଲା ଜାମୁଝରା ପଞ୍ଚାୟତ ସମିତି ସଭ୍ୟଙ୍କୁ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦୀପକ ମହନ୍ତ । ଗତକାଲି ରାତିରେ ଜାମୁଝରା ଛକରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସ୍ଥାନୀୟ ଲୋକ…

ରେଳପଥରୁ ଇଞ୍ଜିନିୟରିଂ ମେଟାଲ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ରେଲଓ୍ବେ ପୋଲିସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରୁ ଇଞ୍ଜିନିୟରିଂ ମେଟାଲ ଚୋରି ଘଟଣାରେ ସଫଳତା । ମେଟାଲ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ରେଲୱେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ମେନରୋଡ଼ ସ୍ଥିତ କବାଡି…

ସୁବର୍ଣ୍ଣପୁର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ବିନିକା ସହରର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିନିକା ସହରର କାର୍ତ୍ତିକ ନାଗ, ନରେନ୍ଦ୍ର କୁମାର ବେହେରା ଓ ଉଲୁଣ୍ଡା ବ୍ଲକର ଦିବ୍ୟ ଜଗଦଲା । ଗତ…

ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ଗିରଫ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ ସାମ୍ନାକୁ ଆସୁଛି ବ୍ରାଉନ ସୁଗାର କାରବାର ଜନିତ ଖବର । ଗତକାଲି ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ଜାରି ରହିଛି ତଦନ୍ତ । ଗତକାଲି ଭଦ୍ରକ ଟାଉନ ଓ ଇଛାପୁର…

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି…

ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି ।…

ଦେଶୀମଦ ବୋଝେଇ ବୋଲେରୋ ଜବତ, ଗାଡି ଛାଡ଼ି ଘଟଣାସ୍ଥଳରୁ ଆସାମୀ ଫେରାର

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ ଜରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ସୂଚନା ଅନୁଯାୟୀ, ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା ।…

ଝାଡଖଣ୍ଡ ଜିଲ୍ଲା ଜଜଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା, ହାଇକୋର୍ଟରେ ସିବିଆଇର ରିପୋର୍ଟ ଦାଖଲ

ଝାଡଖଣ୍ଡ () ଝାଡଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାର ହୋଇଛି ପର୍ଦ୍ଦାଫାଶ । ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ଜଷ୍ଟିସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଟୋ ଚଢାଇ ଦିଆଯାଇଥିଲା ବୋଲି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ସିବିଆଇ । ଗତ ଜୁଲାଇର ଚାଞ୍ଚଲ୍ୟକର…

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍…

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।…