Latest Odisha News

BREAKING NEWS

Browsing Category

ଅପରାଧ

କୁଖ୍ୟାତ ଅପରାଧୀ ହାଇଦର ଫେରାର

କଟକ : ପୋଲିସକୁ ଚକମା ଦେଇ କୁଖ୍ୟାତ ଅପରାଧୀ ହାଇଦର ଫେରାର । କଟକ ଏସିସିବି ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ଫେରାର ହୋଇଛି ହାଇଦର । ଏନେଇ ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଏକାଧିକ…

୬ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ତାଳଚେର ପୋଲିସ

ଅନୁଗୁଳ : ତାଳଚେର ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବିକ୍ରି କରିବା ସମୟରେ ୬ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ପୋଲିସ । ସେମାନଙ୍କଠାରୁ ୧୩ ଗ୍ରାମର ଧଳା ଜହର ଜବତ ହୋଇଛି । ଏଥିସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ପୋଲିସ ।…

ଗିରଫ ହେଲେ କୋଟିପତି କିରାଣି

ଭୁବନେଶ୍ବର : ଗିରଫ ହେଲେ କୋଟିପତି କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଦିଲ୍ଲୀପଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।…

କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁଲିଫ୍) କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ ନାଁ ଦିଲୀପ କୁମାର ଜେନା ।  ଭୁବନେଶ୍ୱର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ…

କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ ମାନହାସ । ରାକେଶ୍ୱରଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ସୁନ୍ଦରରାଜ ପି । ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିଲେ ରାକେଶ୍ବର । ରାକେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ମାଓ…

ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌

ସଇଁତଳା:ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍‌ପାଟ । ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଦେଢଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସିସିଟିଭି ଫୁଟେଜରୁ ସମସ୍ତ ଲୁଟ୍‌ର ଚିତ୍ର ସ୍ପଷ୍ଟ ହୋଇଛି । ଘଟଣା ଘଟିଛି ସଇଁତଳା ଶାସ୍ତ୍ରୀ ଛକ ନିକଟରେ ।…

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଲୁଟ ହୋଇଛି । ଏନେଇ ଟିଟିଲାଗଡ ଥାନାରେ…

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ । ୩…

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା…

ପଞ୍ଜାବ ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର: ୨ ଭାରତୀୟଙ୍କ ସମ୍ପୃକ୍ତି ସୂଚନା

ଅମୃତସର: ପଞ୍ଜାବ ସୀମାରେ  ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରାଯାଇଛି । ଏହାସହ ୨୨ କିଲୋ ହେରୋଇନ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ କରାଯାଇଛି । ବିଏସ୍‌ଏଫ୍‌ ଓ ଅମୃତସର ପୋଲିସର ମିଳିତ ଅଭିଯାନରେ AK ସିରିଜ୍‌ର ୪ଟି ମାଗାଜିନ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ…