Latest Odisha News

BREAKING NEWS

Browsing Category

ଅପରାଧ

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି । ହତ୍ୟା ଘଟଣାରେ…

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ…

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡି…

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ…

ବାଲେଶ୍ବରରେ ଗୁଳିମାଡ଼, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବରରେ ହୋଇଛି ଗୁଳିମାଡ଼ । ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟ ନିକଟରେ ହୋଇଛି ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆନନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ…

ଅନୁଗୁଳରେ ୧୫୦୦୦ରୁ ଉର୍ଦ୍ଧ ଅଫିମ ଚାଷ ନଷ୍ଟ କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୋଲିସର ଚିନ୍ତା ବଢାଇଛି। ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରେ ବେଆଇନ ଅଫିମ ଗଛ ନଷ୍ଟ କରାଯାଇଛି। ଅନୁଗୁଳ ଓ ପାଲଲହଡ଼ା ପୋଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ…

ଉମରକୋଟରେ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ…

ଭଦ୍ରକରୁ ୧୧୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ

ଭଦ୍ରକ : ପୁଣି ଜବତ ହେଲା ଧଳା ଜହର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ…

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ , ୨ ଅଟକ

ନବରଙ୍ଗପୁର: ଯାତ୍ରୀବାହୀ ବସ​‌ରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛି ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୋଲିସ। ଅଭିଯୁକ୍ତ ମାନେ ଦାମଞ୍ଜଡି ଅଞ୍ଚଳର ସୁଷମା ଗୁଣ୍ଠା…