Latest Odisha News

BREAKING NEWS

Browsing Category

ଅପରାଧ

ବେଆଇନ ଲଟେରୀ ସଂସ୍ଥା ଉପରେ ଚଢଉ, ୨ ଗିରଫ

ପାରଳାଖେମୁଣ୍ଡି : ଆଜି ବେଆଇନ ଲଟେରୀ ସଂସ୍ଥା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ ନାମରେ ବେଆଇନ ଭାବେ ଲଟେରୀ ସଂସ୍ଥା ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର…

ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ

ବାରିପଦା : ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ । ଏଥିସହ ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଜବତ କରିଛି ମୟୂରଭଞ୍ଜ ଅବକାରୀ ବିଭାଗ । ଘଟଣାରେ ସନ୍ତୋଷ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ । ସୂଚନା…

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ…

ବୁଲେଟ୍ ଠକେଇ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କମ୍ ଦାମରେ ବୁଲେଟ୍ ଯୋଗାଇ ଦେବା କହି ଠକେଇ ଘଟଣାରେ ବିକ୍ରମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତ ୫୫,୦୦୦ ଟଙ୍କା ରିହାତି ମୂଲ୍ୟରେ ବୁଲେଟ୍ ଦେବେ ବୋଲି କହି ଜଣେ ବ୍ୟକ୍ତିଙ୍କୁ ଠକିଥିଲେ। ତେବେ ଠକେଇର‌ ଶୀକାର ହୋଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ…

ଲଜ୍ଜା ! ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ

କଟକ: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ । କିନ୍ତୁ କଟକରୁ ଏମିତି ଚିତ୍ର ସାମନାକୁ ଆସିଛି ଶୁଣିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ । ଜଣେ ସ୍ୱାମୀ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ…

ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ପୋଲିସ, ଗ୍ୟାଙ୍ଗଷ୍ଟର ପତ୍ତା ମିଳୁନି

କଟକ: ଗ୍ୟାଙ୍ଗଷ୍ଟ ହାଇଦର ସହଯୋଗୀ ୟାକୁବ ଖାନ୍ ଓରଫ ସଲ୍ଲୁ ଗିରଫ । ତାକୁ ଗିରଫ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ । ଗତକାଲି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା । ହାଇଦର ଫେରାର୍ ହେବା ନେଇ ତାକୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ତାକୁ ଗିରଫ କରାଯାଇଛି । ଏସସିବି…

ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ, ୫ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା  ଶିଆଳି ଗାଁରେ ଅଘଟଣ । ଗୋଟିଏ ପରିବାରକୁ ସଂଘବଦ୍ଧ  ଆକ୍ରମଣ । ଘରେ ପଶି ଗାଁର ଅନ୍ୟ ଏକ ପରିବାରର ୪ ଜଣ ଲୋକ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନ ମହିଳା ସମେତ ୨ ପୁରୁଷ ଅଛନ୍ତି ।…

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍, ଏସସିବିରେ ଦେଇଥିଲା ବିରିୟାନୀ

କଟକ: ଦୁଇ ଦିନ ପରେ ବି ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ପାଉନି ପୋଲିସ । ସେ କେଉଁଠି ଅଛି, ଖୋଳତାଡ ଚାଲିଥିବା ବେଳେ ଆଜି କଟକ କମିଶନରେଟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାନ୍ । ସେ ଚାଉଳିଆଗଞ୍ଜ ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି…

ଗଣିତ ସାରଙ୍କ କଳଙ୍କିତ କାରନାମା: ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଅଟକ

କଟକ: ଗୁରୁ ନାଁରେ କଳଙ୍କ । ଗଣିତ ସାରଙ୍କ କୁତ୍ସିତ କାରନାମା । ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଏଭଳି ଅଭିଯୋଗ ଆସିଛି କଟକ ସହରରୁ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଅଟକ ରଖିଛି ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଗୋଟିଏ ଘରୋଇ…

ନୟାଗଡ ଷ୍ଟେସନରେ ଗୁଣ୍ଡାଗିରି: ପୋଡ଼ାଜଳା ଓ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନୟାଗଡ଼: ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ । ରାତିରେ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ସହ ପୋଡ଼ାଜଳ ଓ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଷ୍ଟେସନରେ ଏଭଳି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର । ଅଭିଯୋଗ ହୋଇଛି,…