Latest Odisha News

BREAKING NEWS

Browsing Category

ଅପରାଧ

ଗୋଖାଦ୍ୟ ବୋଝେଇ ଟ୍ରକରୁ ୨୦୦୦ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଉପରେ ଗୋଖାଦ୍ୟ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋଖାଦ୍ୟ ବୋଝେଇ ଟ୍ରକକୁ ଦୁଇ ହଜାର କିଲୋ (୨ଟନ୍) ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ କନିଷି ନିକଟରୁ ଚେକିଂ ବେଳେ ଏତେ ପରିମାଣର ଗଞ୍ଜେଇ ଜବତ…

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି…

ଦିଲ୍ଲୀରେ ବିସ୍ଫୋରଣ, ଫରେନସିକ୍ ଓ ଏନଆଇଏର ଛାନଭିନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ବିସ୍ଫୋରଣ । ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ବୋମା…

ଅନୁଗୁଳରେ ନକଲି ପାମୋଲିନ କାରଖାନା ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ପୋଲିସର ସ୍ପେସିଆଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ…

 ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ

ଲକ୍ଷ୍ମୀପୁର: ଶିକ୍ଷୟିତ୍ରୀଙ୍କୁ ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା, ନକଲି ମାଓବାଦୀକୁ ଗିରଫ କରିଛି ପୋଲିସ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ । ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା…

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣକୁ ବାନ୍ଧିଲା ପୋଲିସ

କଟକ:ଡକାୟତି ଯୋଜନା ପଣ୍ଡ । ୫ ଜଣକୁ ବାନ୍ଧିଲା ପୋଲିସ। ଡକାୟତି ଯୋଜନା କରୁଥିବା ବେଳେ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ ଡକାୟତ । ଡକାୟତଙ୍କ ନିକଟରୁ ଏକ…

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

ଲାଞ୍ଚ ନେବା ବେଳେ ମେଡିକାଲ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର । ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ହେମଗିରି ହସ୍ପିଟାଲର ଜଣେ ମହିଳା…

ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅନୁଧ୍ୟାନ କଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଘଟଣାର ଅନୁଧ୍ୟାନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା । ଦୁର୍ବୃତ୍ତ ମୃତଦେହ ଫିଙ୍ଗାଯାଇଥିବା ସ୍ଥାନ ଦେଖିଲେ ମହିଳା କମିସନ…

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ଜିଲ୍ଲାପାଲ ମନୀଷ ଅଗ୍ରଓ୍ୱାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ…