Latest Odisha News
Browsing Category

ଅପରାଧ

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ରିମାଣ୍ଡରେ ଗିରଫ ବୟଫ୍ରେଣ୍ଡକୁ ମାରାଥନ୍ ଜେରା

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା । ଗିରଫ ବୟଫ୍ରେଣ୍ଡ କହିବ କେମିତି ଓ କେଉଁ ପରିସ୍ଥିତିରେ ଝଡ଼ିଗଲେ ଝରାଫୁଲ ? ଗିରଫ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେଇ ଜରା କରୁଛି ଯାଜପୁର ପୋଲିସ । କୁଆଖିଆ ଥାନାରେ ପଚରାଉଚରା କରୁଛନ୍ତି ଯାଜପୁର ରୋଡ୍…

ଝରାଫୁଲ ମୃତ୍ୟୁ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ଏ ନେଇ ଆଜି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।…

ଶିଶୁ ପୁତ୍ରର ମୁଣ୍ଡବିହୀନ ଶରୀର ଉଦ୍ଧାର

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ଦେଢ଼ ବର୍ଷ ଶିଶୁ ପୁତ୍ରର ମୁଣ୍ଡବିହୀନ…

ଭିଜିଲାନ୍ସ ଜାଲରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର । ତାଙ୍କ ନାଁ ଦେବେନ୍ଦ୍ର ପ୍ରହରାଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲା…

ଝରାଫୁଲ ଡେଥ୍ ମିଷ୍ଟ୍ରି, ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ । ପୁରା ଘଟଣା ଉପରୁ ପରଦା ଉଠାଇବା ପାଇଁ ଆଜି ରିମାଣ୍ଡ ପାଇଁ ଅନୁମତି ଦେଶପାରନ୍ତି କୋର୍ଟ । ଏ ନେଇ ଯାଜପୁର ଜିଲ୍ଲା ଦୌରାଜଜରେ ଅପିଲ କରିଛି କୁଆଖିଆ ଥାନା ପୋଲିସ । ଗତ ୨୯ ତାରିଖରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ…

ଅନୁଗୁଳ ବନ୍ତଳାରେ ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା…

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ…

ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫାଶରେ ଲାଗିଥିବା ଗୋଟିଏ…

ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ବରିଷ୍ଠ କିରାଣି ଚାକିରିରୁ ବହିଷ୍କୃତ, ଦେଇଥିଲେ ଜାଲ୍ ଜାତିଗତ ପ୍ରମାଣପତ୍ର

ମାଲକାନଗିରି: ମହଙ୍ଗା ପଡ଼ିଲା ଜାଲିଆତି କରି ଜାତି ପ୍ରମାଣପତ୍ର ଦେବା । ଜାଲ୍ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଗଲା ଚାକିରି । ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ସେ ଜାଲିଆତି କରି ଜାତି…

ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା: ୪ ଗିରଫ

ବାଣପୁର: ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ ହୋଇଛି। ଗତ ୨୨ ତାରିଖରେ ଚୋରି ହୋଇଥିବା ଦକ୍ଷପ୍ରଜାପ୍ରତି ମନ୍ଦିରର ୨୨ଟି ମୂର୍ତ୍ତିରୁ ମାତ୍ର…