Latest Odisha News

BREAKING NEWS

Browsing Category

ଅପରାଧ

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ…

ବଚନସୁଧା ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ଗତ ୨୦୧୩ ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲା ସୁରକ୍ଷାକର୍ମୀ ଦୀପ୍ତି ରଞ୍ଜନ…

ଦିଲ୍ଲୀ ଚାଲାଣ ବେଳେ ୧୪୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: ଓଡ଼ିଶାରୁ ଦେଶ ବିଭିନ୍ନ ରାଜ୍ୟକୁ ବଢୁଛି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ୧କ୍ୱିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏକ ବିଳାସପୂର୍ଣ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।…

ରାଜଧାନୀରେ ବଢୁଛି ଅପରାଧ, ପୋଲିସ କମିଶନରଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଅପରାଧ । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଏନେଇ ପୋଲିସ କମିଶନରୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ…

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ…

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା…

କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଗୁଳିମାଡ଼

ବ୍ରହ୍ମପୁର: କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ପରେ ଗୁଳିମାଡ଼ । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳେ ଏଭଳି ଘଟିଛି । ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଖଡ଼ା ସିଂ ଧୋବାସାହିର ଜଣେ ଯୁବକ ରାତିରେ ବାହାରେ କୁକୁରକୁ ବୁଲାଉଥିଲେ । ଯାହାର…

ଚମ୍ପୁଆରେ କାଠ ଭର୍ତ୍ତି ପିକ୍ ଅପ୍ ଜବତ, ୩ ଗିରଫ

ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ…

ଜାଲ ନୋଟ୍ କାରବାର ଅଭିଯୋଗରେ ପୂର୍ବତନ ମହିଳା ସରପଞ୍ଚ ଗିରଫ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଜାଲ୍ ନୋଟ୍ କାରବାର । ଗିରଫ ହେଲେ ପୂର୍ବତନ ମହିଳା ସରପଞ୍ଚ । ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚଙ୍କୁ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି ହିନ୍ଦୋଳ ଥାନା ପୋଲିସ । ହିନ୍ଦୋଳ ବଜାରରେ ଭଡ଼ା ଘରି ରହି ବଜାରରେ ୧୧ ହଜାର…

ସାହି ଭିତରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୁରୀ: ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିଲେ ଦୁର୍ବୃତ୍ତ । ସାହି ଭିତରେ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳିସାହି ଥାନା ମିଶ୍ରସାହିରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି…