Latest Odisha News

BREAKING NEWS

Browsing Category

ଅପରାଧ

ଏସସିବିରେ ସିଲିଂ ଫ୍ୟାନ ଖସି ଆହତ ହୋଇଥିବା ମହିଳାଙ୍କ ମୃତ୍ୟୁ

କଟକ: ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସିଲିଂ ଫ୍ୟାନ୍ ଖସିବା ପରେ ଗୁରୁତର ଆହତ ହୋଇଥିବା ବୃଦ୍ଧ ମହିଳାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯାଜପୁରର କୃଷ୍ଣ ନଗରର ପାର୍ବତୀ ଦାସ। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୮ ତାରିଖ ସକାଳ ପ୍ରାୟ ୮ଟା…

ଵ୍ରହ୍ମପୁର ଖଜୁରିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ୫ ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଵ୍ରହ୍ମପୁର: ଵ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ଗୁଳିକାଣ୍ଡ ଘଟିଛି । ଉକ୍ତ ଗାଁର ହୀନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ଜଣ ଦୁର୍ବୁତ୍ତ ଏହି ଗୁଳିମାଡ଼ କରିଥିବା ବେଳେ ହୀନଙ୍କ ଅଣ୍ଟାରେ…

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ଖୋଲିବ ନରକଙ୍କାଳ ରହସ୍ୟ: ଡିଏନଏ ଟେଷ୍ଟ ପାଇଁ ପଠାଗଲା ଶରୀରର ଅଂଶବିଶେଷ

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ନରକଙ୍କାଳ ଜବତ ଘଟଣାର ଖୋଳତାଡ ଚାଲିଛି । ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଆଜି ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଶରୀରର ଅଂଶବିଶେଷ । ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍ ପଠାଯାଇଛି ।…

ତୁମେ ଖୁସିରେ ରୁହ… ଭିଡିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ

ଲକ୍ଷ୍ନୌ: ବିଜେପି ସାଂସଦ କୌଶଲ କିଶୋରଙ୍କ ବୋହୂ ଆତ୍ମହତ୍ୟା ଉଦ୍ୟମ କରିବା ମାମଲା ସାମ୍ନାକୁ ଆସିଛି। ସେ ବିଳମ୍ବିତ ରାତିରେ କାକୋରୀରେ ସାଂସଦଙ୍କ ଘର ବାହାରେ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ହାତର ଶିରା କାଟିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସୂଚନା ଅନୁଯାୟୀ ତାଙ୍କ…

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର…

ଗିରଫ ହେଲେ ନାଗା ସାଧୁ ବୈଷ୍ଣବ ପୁରୀ

ପୁରୀ : ନାଗା ସାଧୁ ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ…

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି । ହତ୍ୟା ଘଟଣାରେ…

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ…

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…