Latest Odisha News

BREAKING NEWS

Browsing Category

ଅପରାଧ

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ…

ଘରେ ଶୋଇଥିବା ବେଳେ ୱାର୍ଡ ମେମ୍ବରଙ୍କୁ ବିଭତ୍ସ ହତ୍ୟା

କାଲିମେଳା: ରାତିରେ ଶୋଇଥିବା ବେଳେ ୱାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଠୁ ଥାନା ଘାର୍ଷାପାଲ୍ଲୀ ଗାଁରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।ମୃତକ ୱାର୍ଡ ମେମ୍ବର ଜଣଙ୍କ ଘାର୍ଷାପଲ୍ଲୀ ଗ୍ରାମରେ ବାଡ଼ଛି ଚିନା ବୋଲି ଜଣାପଡିଛି । ସୂଚନାନୁସାରେ, ଗତକାଲି…

ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା

ଭୁବନେଶ୍ୱର : ରାଜନୈତିକ ଶତ୍ରୁୁତାରୁ ମାହାଙ୍ଗାରେ ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଛନ୍ତି ମାହାଙ୍ଗାର ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସୂଚନା ଅନୁୟାୟୀ, କୁଅଳମଣି ନିଜର ଜଣେ ସହେଯାଗୀଙ୍କ…

୨୧ ହଜାର କୋଟି ଋଣ ଆପ୍ ସ୍କାମ୍‌ର ମାଷ୍ଟରମାଇଣ୍ଡ ଗିରଫ

ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ । ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଉରକେଲା: ସୁନ୍ଦରଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଝାରସୁଗୁଡ଼ା ଟାଉନର ମଙ୍ଗଳା ବଜାରର ଶେଖ ସହିଦ ହକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ…

କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ ପରିଚାଳକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ରେଡ୍ । ବଲାଙ୍ଗିର ଜିଲ୍ଲା ଲାଠୋର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସାଗର ରଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଟିଟିଲାଗଡ଼ ସ୍ଥିତ…

ଭିଜିଲାନ୍ସ ଜାଲରେ ଆଉ ଜଣେ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ପିଇଓ । ତାଙ୍କ ନାଁ ବିହାରିଲାଲ ବାରିକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ବିହାରିଲାଲଙ୍କ ଶାନ୍ତିନଗରରେ ଥିବା ବାସଭବନରେ…

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ୱିଙ୍ଗ୍

ଭୁୂବନେଶ୍ୱର-ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ ଓ ହିଂସା ସଂପର୍କିତ ମାମଲାର ତଦନ୍ତ ତଥା ତଦାରଖ ପାଇଁ ପୋଲିସରେ ଏକ ସ୍ୱତନ୍ତ୍ର ୱିଙ୍ଗ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଥାନା ବାବୁ। ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ଼୍‌ । ଏକାସାଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ଜାରି ରହିଥିବା ସୂଚନା। ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…