Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ…

ଆକାଶ ପାଠକଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଆଜିଠାରୁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନ ଧରି ପଚରାଉଚରା କରିବେ କ୍ରାଇମବ୍ରାଞ୍ଚ ଅଧିକାରୀ । ରିମାଣ୍ଡରେ ନେବାକୁ ଗତକାଲିଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ । ଆକାଶ ପୁନେ ଟାଟା…

ଗ୍ୟାଙ୍ଗଷ୍ଟର ‘ଡି’ ବ୍ରଦର୍ସଙ୍କ ଘରୁ ୮ ବନ୍ଧୁକ, ୫ଶହ ଗୁଳି ଜବତ; ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ

କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍‌ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ…

ମୂଲ୍ୟବାନ ରତ୍ନପଥର ଚାଲାଣ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା: ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ । ଏମାନଙ୍କ ଭିତରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ରାଧାମୋହନ ମାହାନା ଓ ଘର ବୌଦ୍ଧ ଜିଲ୍ଲାରେ । ସେ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଅନ୍ୟ ଜଣେ ହେଲେ ମୁନିଗୁଡ଼ାର ସୁବାସ ରତ୍ନଲୁ । ଏଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ।…

ଆକାଶ ପାଠକଙ୍କୁ କାଲିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । କାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଆକାଶ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ…

ଯାଜପୁର; ହତ୍ୟା ଅଭିଯୋଗରେ ଗିରଫ ହେଲେ ବାପ-ପୁଅ

ଯାଜପୁର : ପୋଲିସ କବ୍ଜାରେ ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଜଳଧର ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ୍ କରିଛି ଜେନାପୁର ପୋଲିସ୍। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ୍…

ଆକାଶ ପାଠକଙ୍କ ବାବଦରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲିସ, ଖୁବଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲସି । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି କମିଶନରେଟ ପୋଲିସ । ତାଙ୍କୁ ଅଧିକ ପଚରାଉଚରା ପାଇଁ…

ମୋବାଇଲରେ ଅନଲାଇନ କ୍ଲାସ୍; ଝିଅ ଆଗରେ ଖୋଲିଲା ବାପାର ଅନୈତିକ ସମ୍ପର୍କର ଗୁମର

ବେଙ୍ଗାଲୁରୁ: ଅନଲାଇନ କ୍ଲାସ୍ କରୁଥିବା ବେଳେ ଜଣେ ଝିଅ ମୋବାଇଲରେ ନିଜ ବାପା ଓ ତାଙ୍କ ପ୍ରେମିକାର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ପାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଏନେଇ ଝିଅ ନିଜ ମାଆଙ୍କୁ କହିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହିଁଛନ୍ତି ସେ। ଏହାପରେ ମାଣ୍ଡିଆ…

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ…

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ…