Latest Odisha News
Browsing Category

ଅପରାଧ

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସର ଙ୍କ ଘରୁ କେହି ଦୁବୃର୍ତ୍ତ ପାଖାପାଖି ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କିଛି ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ବ୍ୟତୀତ ଦୁବୃର୍ତ୍ତ ମାନେ ଘରୁ ଲାପଟପ୍, ମୋବାଇଲ୍…

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର…

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ…

ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ତେବେ ହାଜାରେ କି ଲକ୍ଷେ ନୁହେଁ ଏକାଥରକେ ୨୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ ଜିଏସ୍‌ଟି…

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

‘ସେଲ୍‌ଫ ହେଲ୍‌ପ ଗୁରୁ’ କିଥ୍ ରେନିୟର୍‌ଙ୍କୁ ୧୨୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମେରିକାରେ ନିଜକୁ 'ସେଲ୍ଫ୍ ହେଲପ୍ ଗୁରୁ' ବୋଲି ବର୍ଣ୍ଣନା କରୁଥିବା କିଥ୍ ରେନିୟର୍‌ ଦଣ୍ଡିତ କରାଯାଇଛି। ନିରୀହ ମହିଳାମାନଙ୍କୁ ଯୌନ ଦାସ କରିବା ଅଭିଯୋଗରେ କିଥ୍ ରେନିୟର୍‌ଙ୍କୁ ଆମେରିକାର କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଅପରାଧ ପାଇଁ କୋର୍ଟ ଦୋଷୀ ସାବ୍ୟସ୍ତ…

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସତ୍ୟ ନାରାୟଣ ମିଶ୍ର ତାଙ୍କ…