Latest Odisha News

BREAKING NEWS

Browsing Category

ଅପରାଧ

ଦୁଷ୍କର୍ମକାରୀକୁ ସଜା: ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ । ୨୦୧୮ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ନୂଆପଡ଼ା ପୋକସୋ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ହୋଇଛି । ୨୦୧୮ରେ ଅଭିଯୁକ୍ତ ନୂଆପଡ଼ା ଥାନା…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ…

୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ପୋଲିସ ବାବୁ

ଭୁବନେଶ୍ୱର: ହାତ ଗୁଞ୍ଜା ନେଉଥିଲେ ପୋଲିସ ବାବୁ । ଧରିଲା ଭିଜିଲାନ୍ସ । ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ଧଉଳି ଥାନାର ଜଣେ ଏଏସଆଇ । ତାଙ୍କ ନାଁ ତୋଫାନ ଗୁରୁ । ତାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।…

ବଟି ମାଗି ପୁଣି ଦୁଇ ନକଲି ସାମ୍ବାଦିକ ଗିରଫ !

ସମ୍ବଲପୁର: ପୁଣି ସାମ୍ବାଦିକତାକୁ କଳଙ୍କିତ କରିଛନ୍ତି ଦୁଇ ନକଲି ସାମ୍ବାଦିକ । ବେଆଇନ ବଟି ମାଗି ଗିରଫ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ସମ୍ବଲପୁର ଜିଲ୍ଲା ବୁର୍ଲାରେ ସାମ୍ନାକୁ ଆସିଛି ଏପରି ଲଜ୍ଜାକର ଘଟଣା । ରିପୋର୍ଟ ଅନୁଯାୟୀ ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

ଡାକ୍ତରଖାନାରେ ମାଗଣା ଟେଷ୍ଟିଂର ସୁବିଧା ଥିଲେ ସୁଦ୍ଧା ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଲାବରେଟୋରୀ…

ଯାଜପୁର: ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ସରକାରୀ ବାବୁ। ସରକରୀ ସୁବିଧା ସୁଯୋଗକୁ ଅସ୍ତ୍ର କରି ନିଜ ପକେଟ ଗରମ କରୁଛନ୍ତି। ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକେ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସରକାରଙ୍କ ପକ୍ଷରୁ…

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…

ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା ଶୁଣାଣି, ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ରହିଛି । ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି ଅଭୟ । ଗତ ୯ ତାରିଖରେ ଶୁଣାଣି କରି ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ…

୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ନିଶା ବ୍ୟବସାୟ ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ସେମାନଙ୍କ ଠାରୁ ପାଖାପାଖି ୧୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ହେଉଛନ୍ତି ସ୍ଥାନୀୟ ଅନ୍ଧିଆ ଶାସନର ମାଧବାନନ୍ଦ…

ବୌଦ୍ଧ ଜିଲ୍ଲାରୁ ଜବତ ହେଲା ପାଖାପାଖି ୨୦ କିଲୋର ବାରାହା ମାଂସ; ୪ ଗିରଫ

ବୌଦ୍ଧ: ଥମିନି ନିରିହ ବନ୍ୟଜନ୍ତୁ ଶିକାର। ସରକାରଙ୍କ ବିଭିନ୍ନ କଟକଣା ସତ୍ତ୍ୱେ ପ୍ରତିଦିନ ଏଭଳି ଘଟଣା ମାନ ସମ୍ନାକୁ ଆସୁଛି। ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୧୯କିଲୋଗ୍ରାମ ବାରାହା ମାଂସ ଜବତ କରିଛି ବନ…