Latest Odisha News

BREAKING NEWS

Browsing Category

ଅପରାଧ

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶରତ ରାୟଗୁରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ଅପିଲ କରିଛନ୍ତି ଆବେଦନକାରୀ । ଏହାସହ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା

ବାରିପଦା: ପତ୍ନୀ ହନ୍ତା । ସ୍ତ୍ରୀକୁ କୁରାଢିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗାଁରେ । ମୃତକଙ୍କ ନାଁ ମଞ୍ଜଦୋରୀ ମହାନ୍ତ । ହତ୍ୟାକାମୀ ସ୍ୱାମୀ ଶିବପ୍ରସାଦ ମହାନ୍ତକୁ ଗିରଫ କରି…

ଜଗତସିଂହପୁରରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗାଁରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ । ଏହି କାରବାରରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଜଗତସିଂହପୁର ସଦର ପୋଲିସ ଓ ଅବକାରୀ ବିଭାଗ ଟିମ ଚଢାଉ କରି…

ରାଜଧାନୀରୁ ୩୦ ଲକ୍ଷ ଟଙ୍କା ସହ ଯୁବକକୁ ଧରିଲା ପୋଲିସ

ଭୁବନେଶ୍ୱର: ଅଖାରେ ଟଙ୍କା ରଖି ବସକୁ ଅପେକ୍ଷା କରିଥିଲେ ଯୁବକ । ହଜାରେ କି ଲକ୍ଷେ ନୁହେଁ ଅଖା ଭିତରେ ଥିଲା 30 ଲକ୍ଷ ଟଙ୍କା । ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତପୋବନ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ ?…

ପୁରୀର ବିଭିନ୍ନ ସ୍ଥାନରୁ ଜବତ ହେଲା ୧୨ ଶହ ଲିଟର ଦେଶୀ ମଦ; ୭ ଗିରଫ

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ଭାଙ୍ଗ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ପୋଲିସ ପକ୍ଷରୁ ପ୍ରାପ୍ତ ସୂଚନାନୁଯାୟୀ, ସେମାନଙ୍କ ଠାରୁ  ୭ ଶହ ଲିଟର ଦେଶୀ ମଦ ସହ ୫ କିଲୋ…

ପୁରୀରେ ପୋଲିସ୍‌ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ: ପୋଲିସ୍‌ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍‌ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି । ତଦନ୍ତରେ ଜାତୀୟ…

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ସମ୍ବଲପୁର ଲଇମୁରା ଡକାୟତି ମାମଲାର ପର୍ଦ୍ଦାଫାସ୍‌

ସମ୍ବଲପୁର: ବହୁଚର୍ଚ୍ଚିତ ଲଇମୁରା ୟୁନିଅନ୍ ବ୍ୟାଙ୍କ ଗାଡି ଡକାୟତି ମାମଲା । ସୋମବାର ୯ ତାରିଖରେ ବନ୍ଧୁକ ମୁନରେ ହୋଇଥିଲା ଲୁଟ୍‌ପାଟ୍ । ତିନୋଟି ବାଇକରେ ୬ ଜଣ ଲୁଟେରା ୩୫ ଲକ୍ଷ ୪୧ ହଜାର ଟଙ୍କା ଧରି ଚମ୍ପଟ୍ ମାରିଥିଲେ । ଶେଷରେ ସମ୍ବଲପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ଦୀର୍ଘଦିନ ପରେ…

NHRC ଗାଇଡଲାଇନ ଅନୁସାରେ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ତଦନ୍ତ: ପୋଲିସ ଡିଜି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯପୁବକଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକା କମିଶନ ବା NHRCଙ୍କ ଗାଇଡଲାଇନ ରହିଛି । ଡାକ୍ତରୀ ଟିମ୍…

କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି

କଟକ: କମିଶନରେଟ ପୋଲିସକୁ କଟକରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ସ୍ପଷ୍ଟ ଦିବାଲୋକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି ।  ନୟାସଡ଼କରେ ଥିବା IIFL ନାମକ ଏକ ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ  ବହୁ ଟଙ୍କା,…