Latest Odisha News

BREAKING NEWS

Browsing Category

ଅପରାଧ

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ। ପ୍ରାପ୍ତ ସୂଚନାନୁସାରେ,…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

ପୁଣି ଜବତ ହେଲା ବେଆଇନ ବାଣ; ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ପୁଣି ଜବତ ହେଲା ବେଆଇନ ବାଣ। ରାଉରକେଲା ବନ୍ଧମୁଣ୍ଡାର ବାଣ ଦୋକାନରେ…

ଗିରଫ ହେଲେ କୋଟିପତି କିରାଣୀ; ଜାଣନ୍ତୁ, ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟିମ୍ ତାଙ୍କ ସୁନ୍ଦରପଦା ସ୍ଥିତ ଘର, କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡୁଲପୁର ଗ୍ରାମର…

ସ୍ତ୍ରୀ ପଠାଉଥିଲା ସ୍ୱାମୀକୁ ନଣନ୍ଦର ଅଶ୍ଳୀଳ ଫଟୋ !

ମଧ୍ୟପ୍ରଦେଶ: ଇନ୍ଦୋର ସହରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ମହିଳା ନିଜ ସ୍ୱାମୀକୁ ବ୍ଲାକ୍‌ମେଲ୍ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିଲେ । ଆଉ ଏଥିପାଇଁ ଅନ୍ୟ କାହାରି ନୁହେଁ ବରଂ ସ୍ୱାମୀର ଭଉଣୀ ଅର୍ଥାତ ନିଜ ନଣନ୍ଦର ଅଶ୍ଳୀଳ ଫଟୋ ସେ ନିଜ ସ୍ୱାମୀର ମୋବାଇଲକୁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜୁନିଅର ମ୍ୟାନେଜର

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ସ୍ଥିତ ନେସ୍କୋର କପ୍ତିପଦା ସେକସନର ଜୁନିଅର ମ୍ୟାନେଜର ଅଶ୍ୱିନୀ କୁମାର ଦାସ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ଶିଶିର କୁମାର ନାୟକଙ୍କ…

ଡ୍ରଗ୍ସ ଲିଙ୍କରେ ଆଜି ଏନସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ୱାଇ: ବଲିଉଡର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଆଜି ହାଜର ହେବେ ଅଭିନେତା ଅର୍ଜୁନ ରାମପାଲ । ତାଙ୍କୁ ଏନେଇପୂର୍ବରୁ ନୋଟିସ୍ ହୋଇଥିଲା । ଆଜି ସକାଳ 10ଟାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଗତ ୯ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା…

କୋରାପୁଟରୁ ପୁଣି ଜବତ ହେଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ

କୋରାପୁଟ:କୋରାପୁଟରେ ବେଧଡକ ଚାଲିଛି ଗଞ୍ଜେଇ ବେପାର। ଅନେକ ସମୟରେ ଏଠାରୁ ଗଞ୍ଜେଇ ଜବତ ହେଉଛି। ପୁଣିଥରେ କୋରପୁଟର ଲମତାପୁଟ ଅଞ୍ଚଳରୁ ଜବତ ହୋଇଛି ୨କୋଟିରୁ ଅଧିକା ଟଙ୍କା ମୂଲ୍ୟର ଗଞ୍ଜେଇ।ଏହାକୁ ଜବତ କରିଛି କୋରାପୁଟ ଲମତାପୁଟ ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ୪୦୭…