Latest Odisha News

BREAKING NEWS

Browsing Category

ଅପରାଧ

ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା। ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ…

ସାରୁଅ ଜମି ଦୁର୍ନୀତି: ଓଆଇପିଏଲରୁ ଇସ୍ତଫା ଦେଲେ ନିହାର ଭୁୟାଁ

ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା। ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ…

୧୭ ଦିନ ପରେ ଠାବ ହେଲା ନିଖୋଜ ସୁନା ଦୋକାନୀଙ୍କ ମୃତଦେହ

ଦେଓଗାଁ: ପାଖାପାଖି ୧୭ ଦିନ ପରେ ଠାବ ହୋଇଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀଙ୍କ ମୃତ ଦେହ। ମୃତ ସୁନା ଦୋକାନୀଙ୍କ ନାମ ହେଉଛି ଗଜାନନ ମେହେର। ଗଜାନନଙ୍କ ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ…

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ…

କାଳ ହେଲା ପ୍ରେମ; ଝିଅକୁ ହାଣି ଖଣ୍ଡ ଖଣ୍ଡ କରିଦେଲେ ପରିବାର ଲୋକ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ବିଜୟନଗର ଗ୍ରାମର ମମତା ରାଉତ ଗତକାଲି ରାତିରେ ଖାଇପିଇ ପରିବାର ଲୋକଙ୍କ ସହ ଶୋଇଥିଲେ। ମାତ୍ର ଆଜି ସକାଳୁ ତାଙ୍କୁ…

ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓ ଦେଖି କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଖୋର୍ଦ୍ଧା: ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ବହୁ ଘଟଣା ମାନ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖି ଅପରାଧିକୁ ଗିରଫ କରିଛି ପୋଲିସ। ଘଟଣାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଖୁଲମ ଖୁଲା ଭାବେ ବିକ୍ରି ହେଉଥିଲା ଦେଶୀ ମଦ…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

[ଭିଡିଓ] ମହିଳାଙ୍କୁ ଅସଦାଚରଣ, ରାସ୍ତାରେ ଉଠ୍‌ବସ୍ ହେଲେ ୨ ଯୁବକ !

ଦେୱାସ୍‌: ମହିଳାଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଶାସ୍ତି ସ୍ୱରୂପ ରାସ୍ତାରେ ତାଙ୍କୁ ଉଠ୍‌ବସ୍ କରାଇଥିଲା ସ୍ଥାନୀୟ ପୋଲିସ । ମଧ୍ୟପ୍ରଦେଶ ଦେୱାସ୍ ଅଂଚଳରେ ଏହି ଘଟଣାକୁ ନେଇ ପୋଲିସକୁ ଛୁଟିଛି ପ୍ରଶଂସାର ସୁଅ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍…

ସମ୍ପତ୍ତି ପାଇଁ ମହାଭାରତ; ବାପ, ପୁଅ, ବୋହୂ ଗୁରୁତର

ଖଲ୍ଲିକୋଟ: ସମ୍ପତ୍ତି ଭାଗ ଆଗରେ ତୁଚ୍ଛ ହେଉଛି ସମ୍ପର୍କ। ସମ୍ପତ୍ତି ପାଇଁ ହଣାହଣି ହେଉଛନ୍ତି ସମ୍ପର୍କୀୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ। ସୂଚନାନୁସାରେ, ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ…

ଭିଣୋଇ ସହ ଚାଟିଂ କରୁଥିଲା ଭଉଣୀ, ଗୁଳିମାଡ କଲା ଭାଇ !

ନୂଆଦିଲ୍ଲୀ: ଦିଲ୍ଲୀରେ ଭଉଣୀକୁ ଗୁଳିମାଡ କଲା ଭାଇ । ଗୁରୁବାର ୱେଲକମ୍ ଅଂଚଳରେ ଘଟିଥିବା ଏହି ଘଟଣାରେ ଆହତ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଗୁଳିମାଡ କରିଥିବା ଭାଇକୁ ପୋଲିସ ଥାନାରେ ଅଟକ ରଖିଛି । ଗୁଳିମାଡ କରିଥିବା ଅଭିଯୁକ୍ତର ବୟାନ ଅନୁଯାୟୀ ବଡ ଭଉଣୀର ସ୍ୱାମୀ ସହ…