Latest Odisha News

BREAKING NEWS

Browsing Category

ଅପରାଧ

ନିଜ ଜାଲରେ ନିଜେ ଫଶିଲେ ରିୟା, ଯେକୌଣସି ସମୟରେ ବନ୍ଧା ହେବେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଲିଙ୍କ ଖିଅ ଖୋଜୁଛି । ଆଜି ଦ୍ୱିତୀୟ ଦିନ ପାଇଁ ରିୟାଙ୍କୁ ଜେରା କରୁଛି ଏନସିବି ଟିମ୍ ।…

ଅକ୍ଟୋବର ୧୨କୁ ଘୁଞ୍ଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଶୁଣାଣି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମାହାନ୍ତିଙ୍କ ନାଁରେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଛି । ଅକ୍ଟୋବର ୧୨ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ । ଏନେଇ ସୂଚନା ଦେଇଛନ୍ତି ବର୍ଷା…

୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ଗଜପତି ଜିଲ୍ଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୪୦ ଲକ୍ଷ ଟଙ୍କା ମୂଲ୍ୟର ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ। ସୂଚନା ମୁତାବକ ଆର୍‌.ଉଦୟଗିରି ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଆଗ୍ରା ଯାଉଥିବା ମୋହନା ପୁଲିସକୁ ଖବର ମିଳିଥିଲା। ଏହା ପରେ ଥାନା ଅଧିକାରୀଙ୍କର ଏକ ଟିମ…

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା । ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା…

ବୋମା ତିଆରି ବେଳେ ବିସ୍ଫୋରଣ; ୨ ମୃତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଲ ଅଞ୍ଚଳରେ ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରଞ୍ଜିତ ଭୋଇ ଏବଂ ସନ୍ତୋଷ ପାତ୍ର ବୋଲି ଜଣାପଡିଛି । ଉଭୟଙ୍କ ଘର ରାଇମାଳ ନିକଟ କନସର ଗ୍ରାମ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…

ଡ୍ରଗ୍ସ ଲିଙ୍କ: ତିନି ଜଣ ବନ୍ଧା ହେଲେଣି, ଏଥର ରିୟାଙ୍କ ପାଳି !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତକୁ ଜୋରଦାର କରିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ସିବିଆଇ । ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଜର ପାଇଁ ଡାକିଛି ଏନସିବି । ଜେରା କରିବ । ଚର୍ଚ୍ଚା ହେଉଛି ଯେକୌଣସି ମୁହୂର୍ତ୍ତରେ…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି…

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

ଭୁବନେଶ୍ୱର: ରାଜଧାନୀ ଭିବନେଶ୍ୱରେ ଚାଂଚଲ୍ୟ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ଏବେ ଖୋଲତାଡ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ ପୋଲିସ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠିତ କରିଛି । ଲକଡାଉନ ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ…