Latest Odisha News

BREAKING NEWS

Browsing Category

ଅପରାଧ

ଦୁଇ ଓଟିଭି କର୍ମଚାରୀ ଗିରଫ

ଭୁବନେଶ୍ୱର: ସାରୁଆ ଜମି ବିବାଦରେ ଗିରଫ ହେଲେ ଓଟିଭିର ଦୁଇ କର୍ମଚାରୀ । ଇଂଜିନିୟର ଓ ସୁପରଭାଇଜରଙ୍କୁ ପୋଲିସ ଗିରଫ କରିଛି । ଠିକା କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସାରୁଆ ଅଂଚଳରେ ଠିକା କର୍ମଚାରଙ୍କୁ ଓଟିଭିର ଇଂଜିନିଅର ଓ…

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ ହୋଇ ସାରନ୍ ଜଜଙ୍କୁ ଚିଠି…

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ…

ଅଜବ ନିଶା; ତମାଖୁ ପାଇଁ ଟ୍ରେନ୍ ଚେନ୍ ଟାଣିଲେ ବ୍ୟକ୍ତି

ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏତେ ପରିମାଣର ଦଳ ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଏସ୍. ହସୀମ ବକ୍ସ ଓ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣା ପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ…

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…

ମୋବାଇଲ୍‌ ଲକ୍ ଫିଟାଇବା ପାଇଁ ହତ୍ୟା କରି ଆଙ୍ଗୁଠି କାଟିନେଲା ହତ୍ୟାକାରୀ

ନୂଆଦିଲ୍ଲୀ: ଜଣେ ରୁଷୀୟ ବୈଜ୍ଞାନିକ ତଥା ମଡେଲ୍‌ଙ୍କ ମୃତଦେହ ତାଙ୍କ ରହୁଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ହତ୍ୟାକରୀ ସାଙ୍ଗରେ ମହିଳାଙ୍କ ହାତର ଆଙ୍ଗୁଠି କାଟି ନେଇଯାଇଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ ମହିଳା…