Latest Odisha News

BREAKING NEWS

Browsing Category

ଅପରାଧ

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି…

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ମାମଲାରେ ୩ଜଣ…

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡା: ଡବଲ ମର୍ଡର ମାମଲାରେ ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଛନ୍ତି ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ରାୟଗଡା ଜେଲ କର୍ତ୍ତୃପକ୍ଷ। ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ !

ନବରଙ୍ଗପୁର: ମୋବାଇଲ୍ ଧରିବାକୁ ମନା କଲେ ବାପା । ଏଥିରେ ରାଗିଯାଇ ଆତ୍ମହତ୍ୟା କଲା ୧୪ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ର ଜାମଦୋରା ଗ୍ରାମରେ। ସ୍ଥାନୀୟ ଜାମଧରା ଗ୍ରାମର ଜରାହା ଗଣ୍ଡଙ୍କ ବଡ଼ ପୁଅ…

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ । ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର…

ମରିଯାଉଛି କି ମାନବିକତା! ବୁଲା କୁକୁରକୁ ପିଟିପିଟି ମାରିଦେଲେ ଯୁବକ

ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବଟ ଗଉଡ ସାହିରେ ଏକ ବୁଲା କୁକୁରକୁ କିଛି ଯୁବକ ପିଟିପିଟି ମାରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏନେଇ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ଗତ ଅଗଷ୍ଟ ୨୦ ରେ ରାତି ୮ ଟାରେ ଏହି ଘଟଣା ଘଟିଥିଲା ବେଳେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…