Latest Odisha News
Browsing Category

ଅପରାଧ

ସାମାନ୍ୟ ଘଟଣାରୁ ପଡ଼ୋଶୀ ଘରର ୧୧ଟି ପାରାକୁ ହତ୍ୟା କଲେ ଯୁବକ

ଲକ୍ଷ୍ନୌ: ପଡୋଶୀ ଘର ଛେପ ପକାଇବା ହେଲା କାଳ। ପ୍ରତିଶୋଧ ପରାୟଣ ହୋଇ ପଥରରେ ଛେଚି ପଡୋଶୀ ଘରର ୧୧ ଟି ପାରାକୁ ପଥରରେ ଛେଚି ହତ୍ୟା କଲେ ଯୁବକ। ଖବର ଅନୁଯାୟୀ, ଉତ୍ତରପ୍ରଦେଶର ରାହୁଲ ସିଂ ତାଙ୍କ ପଡ଼ୋଶୀ ଧରମପାଲ ସିଂଙ୍କ ଘରର ଛାତ ଉପରେ ଚଢି ସେଠାରେ ପଞ୍ଜୁରୀରେ ରଖାଯାଇଥିବା ୧୧ ଟି…

କରୋନାର କରୁଣ ପରିସ୍ଥିତି: ଆତ୍ମହତ୍ୟା କଲା ୯ମ ଶ୍ରେଣୀ ଛାତ୍ରୀ !

ମୁମ୍ବାଇ: ଦିନକୁ ଦିନ ଅସହ୍ୟ ହୋଇପଡୁଛି କରୋନା ଯନ୍ତ୍ରଣା । ଅନେକ ଲୋକ ଏଥିରେ ଛଟପଟ ହେଉଥିବା ବେଳେ ଅନେକ ଏହାପାଇଁ ହନ୍ତସନ୍ତ ହେଉଛନ୍ତି । କରୋନା ପାଇଁ ବର୍ତ୍ତମାନ ଅନ୍ଲାଇନ୍ କ୍ଲାସ ଚାଲିଛି । ମାତ୍ର, ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ସୁବିଧା…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହାଥରସ ପୀଡିତାଙ୍କୁ ହୋଇନି ଗଣଦୁଷ୍କର୍ମ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡଢ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଲୋକ ପ୍ରତିନିଧିଙ୍କୁ ପରିବାର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଗଙ୍ଗଲା…

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ପାରାଦୀପ: ସ୍ୱାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଛି ସଇତାନ ସ୍ୱାମୀ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ । ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା ଗାଁରେ ପାରିବାରିକ…

ହାଥରସ ଗଣଦୁଷ୍କର୍ମ ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଏହାରି ଭିତରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ…

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କୁଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ସହ…

ରାଜଧାନୀରେ ବେଆଇନ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଏକ୍ସାଇଜ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ବୁଧବାର ସହରରେ ବହୁ ପରିମାଣର ବିଦେଶୀ ମଦ ଏବଂ ଦେଶୀ ମଦ ଜବତ କରିଛି ଅଧିକାରୀଙ୍କ ଏକ ଦଳ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ୍ସାଇଜ୍ ଅଧିକାରୀଙ୍କ…

ପୁଅର କୁରାଢ଼ୀ ଚୋଟରେ ବାପାଙ୍କ ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ । ମୃତକ ହେଲେ ବାଇଧର ବେହେରା (୭୨) । ଆଜି ପୂର୍ବାହ୍ନରେ…