Latest Odisha News

BREAKING NEWS

Browsing Category

ଅପରାଧ

୯ମାସ ଭିତରେ ୧୦୫୪ କ୍ୱିଂଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ୧୦୫୪ କ୍ୱିଂଟାଲ ଗଂଜେଇ ଜବତ । ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ ଗତ ୯ ମାସ ଭିତରେ ରାଜ୍ୟରେ ୧୦୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ…

କାର୍ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସକୁ ଖବର ଦେବାରୁ କାର୍ ଜାଳିଦେଳେ କୋଇଲା ମାଫିଆ । ଘର ନିକଟରେ ଥିବା ହୁଣ୍ଡାଇ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନା ଇଚ୍ଛାପୁର ମାରପୁର ଗାଁରେ । ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା…

କଲରାପତରିଆ ଚମଡା ଜବତ, ଜଣେ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ କବଜାରେ କଲରାପତରିଆ ସ୍ମଗଲର । ବିକ୍ରି ଯୋଜନା ବେଳେ ଗୋଟିଏ କଳରାପତରିଆ ବାଘ ଚମଡା ଜବତ କରିଛି ଏସ୍‌ଟିଏଫ୍ । ଏଥିସହ ଏହି ସ୍ମଗଲିଂରେ ସମ୍ପୃକ୍ତ ଥିବା ଜଣକୁ ଏସ୍‌ଟିଏଫ୍ ଗିରଫ ମଧ୍ୟ କରିଛି । ସମ୍ବଲପୁର-ସୋନପୁର ସୀମା ଅଚଂଳରୁ ଏହି ବାଘ ଚମଡା ଜବତ…

ଫେରାରୀ ହେଲା କାଳ

ହାଇଦ୍ରାବାଦ (ତେଲେଙ୍ଗାନା): ହାଇଦ୍ରାବାଦର ମାଧପୁରର ଏକ ନିର୍ମାଣାଧୀନ ବିଲ୍ଡିଂରେ ରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ଜଣେ ୫୦ବର୍ଷ ବୟସ୍କ ଉପରେ ଫେରାରୀ ମାଡିଯାଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ଉପରେ ଦ୍ରୁତ ଗତିରେ ଫେରେରୀ କାର ଚଢିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।…

ନାବାଳିକାକୁ ବଳାତ୍କାର ଅଭିଯୋଗ: ପିତା, ବୟଫ୍ରେଣ୍ଡ ଗିରଫ

ଥାନେ: ମହାରାଷ୍ଟ୍ରର ଜଣେ ୧୭ବର୍ଷର ବାଳିକାକୁ ତାଙ୍କ ପିତା ଏବଂ ପ୍ରେମିକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଯାହା ପରେ ସେ ଗର୍ଭବତୀ ହୋଇଥିଲେ ବୋଲି ସୋମବାର ପୋଲିସ କହିଛି। ପୋଲିସ କହିଛି ଯେ ଉଭୟ ଅଭିଯୁକ୍ତ, ୫୧ ବର୍ଷୀୟ ପୀଡିତାଙ୍କ ପିତା ଯିଏ ସ୍କୁଲ ଶିକ୍ଷକ ଭାବରେ କାର୍ଯ୍ୟ…

ବଳାତ୍କାର ଆରୋପୀଙ୍କୁ ପୋଲିସ ଦେଲା କ୍ଲିନଚିଟ!!

ହରିଦ୍ୱାର: ଆଧ୍ୟାତ୍ମିକ ସଂଗଠନର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ହରିଦ୍ୱାର ଶାନ୍ତିକୁଞ୍ଜ ମୁଖ୍ୟ ଏବଂ ତାଙ୍କ ପତ୍ନୀଙ୍କୁ ଉତ୍ତରାଖଣ୍ଡ ପୋଲିସ କ୍ଲିନଚିଟ ପ୍ରଦାନ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ପ୍ରଣବ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ…

ସାଧାରଣ ନା ଦୈବୀ ଲାଉ, ଭକ୍ତଙ୍କୁ ଭୁଆଁ !

ଆନ୍ଧ୍ରପ୍ରଦେଶ: ଖାଇଲେ ଦୈବୀ ଲାଉ ମିଳିବ ସୁଫଳ । କଟିବ ଘାତଚନ୍ଦ୍ର ଦୋଷ, ପ୍ରସନ୍ନ ହେବେ ଲକ୍ଷ୍ମୀ । କିଛି ଏପରି କହି ଚାଲିଥିଲା କୋଟିକୋଟି ଟଙ୍କାର ଲାଉ ବେପାର । ଦେଖିବାକୁ ସାଧାରଣ, ହେଲେ ତାକୁ ଅସାଧାରଣ କହି କିଛି ଲୋକ ଶ୍ରଦ୍ଧାଳୁଙ୍କୁ କାହିଁ କେବେଠୁ ଠକି ଚାଲିଥିଲେ । ବେଶ କିଛି…

ଲୁଗା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ

ବାଲେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କୁ ଖଣ୍ଡାରେ ମରାନ୍ତକ ଆକ୍ରମଣ । ସିସିଟିଭିରେ କଏନ୍ ହେଲା ଲାଇଭ ଭିଜୁଆଲ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଘଟିଛି ଏଭଳି ଘଟଣା । ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା।…

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି…