Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରେ ଆତଙ୍କ; ଖଣ୍ଡା ବୁଲାଇ ଯୁବକଙ୍କ ହତ୍ୟା ଧମକ!

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଦୁବୃର୍ତ୍ତ ଖଣ୍ଡା ବୁଲାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡା ଧରି ଜଣକ ଘର ବାହାରେ ବୁଲାଉଥିବା ଦେଖିବାକୁ ମିଳୁଛି । ଏପରିକି ଘରୁ…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ପବ୍‌ଜିରୁ ବନ୍ଧୁତା, ପରେ ଗଣଦୁଷ୍କର୍ମ ଓ ଶେଷରେ ବ୍ଲାକମେଲିଂ !

ମଧ୍ୟପ୍ରଦେଶ: ନାବାଳକଙ୍କ ଅମାନୁଷିକ କାଣ୍ଡ । ନାବାଳିକାକୁ କରିଥିଲେ ଟାର୍ଗେଟ୍ । ବୁଧବାର ଭୋପାଳ ସହରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଥିଲା । କାହିଁକି ନା ଗଣଦୁଷ୍କର୍ମର କାର୍ପଟଦାର ସାଜିଥିଲେ ତିନିଜଣ ନାବାଳକ । ଅନ୍ୟପଟେ ପୀଡିତା ବି ମାତ୍ର…

ଗାଁ ଦାଣ୍ଡରେ ଘୋଷାଡି ଯୁବତୀଙ୍କୁ ମାଡ଼; ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଯାଜପୁର: ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ ଅଭାବନିୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଘୋଷାଡି ମାଡ଼ ମାରୁଛନ୍ତି ବାପ ପୁଅ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଗତକାଲି ଅପରାହ୍ନରେ କେଶବ ମଳିକ ଓ ତାଙ୍କ…

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…

ଆନ୍ଧ୍ର ଓ ଓଡ଼ିଶା ପୋଲିସର ମିଳିତ ମାଓ ବିରୋଧୀ ଅପରେସନ ଆରମ୍ଭ

ଭୁବନେଶ୍ୱର: ଓଡିଶା ଓ ଆନ୍ଧ୍ର ପ୍ରଦେଶର ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଭିଡିଓ ସଂଯୋଗ ମାଧ୍ୟମରେ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ବୈଠକରେ ଆନ୍ଧ୍ର-ଓଡିଶା ସୀମାରେ ବାମପନ୍ଥୀ ସନ୍ତ୍ରାସବାଦ ମୁକାବିଲା ପାଇଁ ମିଳିତ ଅପରେଶନ ଆରମ୍ଭ…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ…

ଭଦ୍ରକରେ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ ଶଙ୍କରପୁର ନିକଟ ଏକ ଘରୁ ଗୁରୁବାର ଦିନ ପୋଲିସ ପକ୍ଷରୁ ଏକ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁରୁଣା ବଜାର ପୋଲିସ ଆଜି ସକାଳେ ଉକ୍ତ ଘରେ ଚଢାଉ କରିବା ପରେ ସେଠାରୁ…

ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

ଭୁବନେଶ୍ୱର: ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଗିରଫ ଗ୍ୟାଙ୍ଗଷ୍ଟର ଜଣକ ହେଉଛି ସେକ୍ ରାଜା । ତା’ଠାରୁ ପୋଲିସ ଦେଶୀ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଛି । ସେକ ରାଜା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା । ଟିଟୋ ଗ୍ୟାଙ୍ଗର ଜଣେ…

କଟକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

କଟକ: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତ ଗିରଫ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ୨୪ ଘଣ୍ଟା…