Latest Odisha News

BREAKING NEWS

Browsing Category

ଅପରାଧ

ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଯୁବକ !

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଆଜି ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ ଘଟଣା ।ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଯୁବକ…

ପାରୋଲରେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍ !

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଶ୍ରାଦ୍ଧକାର୍ଯ୍ୟ ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍…

ମାଲକାନଗିରି ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାରଙ୍କୁ ଭେଟିଛିି ରାଜ୍ୟ ବିଜେପି । ଘଟଣାକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଘଟଣାରେ ମାନବାଧିକାର କମିଶନ…

ପୋଲସରାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ…

ବାଣ ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ସହରର ଫରେଷ୍ଟ କଲୋନୀରେ ଥିବା ଏକ ଘରେ ରଖାଯାଇଥିବା ବାଣ ବିସ୍ଫୋରଣ ହେବା ଯୋଗୁଁ ବୁଧବାର ସକାଳେ ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୭ ଟା ସମୟରେ ଏହି ଘଟଣା ଘଟିଥିଲା । ତେବେ ହାତୀ ଘଉଡାଇବା ପାଇଁ ଏହିସବୁ…

କାଳ ହେଲା ଟିକଟକ୍ ନିଶା: ନଦୀରେ ବୁଡି ଜଣେ ମୃତ, ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ପଶି ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀ ଓ ଛାତ୍ର…

୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସ ଦ୍ୱାରା ବିପୁଳ ପରିମାଣ ରେ ଗଞ୍ଜେଇ ଜବତ l ସୋନପୁର - ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ଠାରେ  ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ…

ଓଡ଼ିଶା କଂଗ୍ରେସ ଭବନରେ ସଂଘର୍ଷ; ଜଣେ ଅଟକ

ଭୁବନେଶ୍ୱର: ଯୁବ କଂଗ୍ରେସର ଦୁଇ ଦଳ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ମଙ୍ଗଳବାର ଓଡ଼ିଶା କଂଗ୍ରେସ ଭବନରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ ଗତ ଜୁନ୍ ୧୮ରେ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ଓଡିଶା ପ୍ରଦେଶ ଯୁବ କଂଗ୍ରେସ (ଓପିଏସି) ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏପରିକି ବଲାଙ୍ଗିର ଓ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଟିମ୍ ମିଳିତ ଉଦ୍ୟମରେ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ପ୍ରାପ୍ତ…

ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଟାନୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।…