Latest Odisha News

BREAKING NEWS

Browsing Category

ଅପରାଧ

କନ୍ଧମାଳରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଫରେଷ୍ଟର ଲଦପଦର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏସଓଜି ଓ ପୋଲିସର ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଯବାନଙ୍କ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା ।…

ମାଲକାନଗିରିରେ କୁମ୍ଭୀରକୁ ମାରିଦେଲେ ଗ୍ରାମବାସୀ; ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଗ୍ରାମବାସୀ ଏକ କୁମ୍ଭୀରକୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ପଡିଆ ଥାନା ଅନ୍ତର୍ଗତ କାଲଦାପଲ୍ଲୀ ଗାଁର କିଛି ଯୁବକ ମଙ୍ଗଳବାର ନିଜ ଗ୍ରାମ ନିକଟ ଏକ ନଦୀରୁ ୧୦ ଫୁଟ ଲମ୍ବା କୁମ୍ଭୀର ଧରିଥିଲେ। ପରେ ଏକ ଦଉଡିରେ ତା’ର ପାଟି…

ଭିଜିଲାନ୍ସ ଜାଲରେ ଫସିଲେ ବରଗଡ ଅବକାରୀ ଅଧିକ୍ଷକ

ବରଗଡ: ବରଗଡ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାରଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନାନୁସାରେ, ଦୁର୍ନୀତି ନିବାରଣ ୱିଙ୍ଗର ଏକ ଦଳ ବରଗଡରେ ଥିବା ତାଙ୍କ ବାସଭବନରେ ଚଢାଉ କରିଥିଲେ । ଉକ୍ତ ଅଧିକାରୀଙ୍କ…

ମିଳିଲାନି ପରିବାରର ସ୍ୱୀକୃତି: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର…

ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ପୂର୍ବତନ ଆଇଆଇସି ଆନନ୍ଦ ମାଝୀ । ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ଅଭିଯୁକ୍ତ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସ ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ତାଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜି…

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ଏହି ତଦନ୍ତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା…

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ: ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସଉରାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ବିକ୍ରି ଘଟଣାକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏସ୍. ରାଜୁ ଦୋରା…

ନବନିଯୁକ୍ତ ଓଏଫଏସ ଅଫିସରଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ନବନିଯୁକ୍ତ ଓଏଫଏସ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଅଫିସରଙ୍କ ନାମ ଅଭିଳାଷ ସ୍ୱରୂପ ମହାପାତ୍ର । ସେ ବଲାଙ୍ଗୀର ଟିଟିଲାଗଡ଼ର ହୋଇଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ରେ ସପରିବାର ରୁହିଥିଲେ । ସେ ଗତ ୨୦୧୯ ମସିହାରେ ଓଏଫଏସ ପାଇଥିଲେ । ଆଜି…

ସଟଡାଉନରେ ବିକୁଥିଲେ ମାଛ; ସିଜ୍ କଲା ପୋଲିସ

ବ୍ରହ୍ମପୁର: କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଜୁନ୍ ୨୭ରୁ ୪ ଦିଦିନିଆ ସଟଡାଉନ କରାଯାଇଛି। ହେଲେ ସଟଡାଉନ ସମୟରେ ମାଛ ବିକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୁରଲା ଏବଂ ସୁମାଣ୍ଡିରୁ ପ୍ରାୟ ୨୦ ଜଣ…

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା…