Latest Odisha News

BREAKING NEWS

Browsing Category

ଅପରାଧ

ପାଣି ଟାଙ୍କିରେ ବୁଡ଼ିଯାଇ ୯ ମାସର ଶିଶୁ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗ୍ରାମର ଏକ ଘରର ଛାତ ଉପରେ ଥିବା ପାଣି ଟାଙ୍କି ଭିତରେ ଏକ ଶିଶୁ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଶିଶୁର ମା ମିତାରାଣୀ ଅଭିଯୋଗ କରିଛନ୍ତି ଯେ ସେ ବାସନ ମାଜିବାକୁ ବାହାରକୁ…

ଯାଜପୁର ପିଇଓ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

କଟକ: ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ୨୦୧୯ ମସିହା ଅକ୍ଟୋବର…

ଧଳା ଜହର ଜାଲରେ ରାଜଧାନୀ: ଜବତ ହେଲା ୧ କୋଟି ମୂଲ୍ୟର ବ୍ରାଉନସୁଗାର !

ଭୁବନେଶ୍ୱର: ଧଳା ଜହର ଜାଲରେ ରାଜଧାନୀ ଭୁବନେଶ୍ବର । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ପାଖାପାଖି ୧ କେଜି ଓଜନର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ…

ଗଞ୍ଜାମରୁ ବେଆଇନ୍ କରତ କଳ ଯନ୍ତ୍ରାଂଶ ସହ ୪ ଲକ୍ଷ ମୂଲ୍ୟର କାଠ ଗଣ୍ଡି ଜବତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରି ଗ୍ରାମ ଉପକଣ୍ଠରେ ବେଆଇନ୍ ଭାବେ ଚାଲିଥିବା ଏକ କରତ କଳ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇ ବେଆଇନ କରତ କଳର ସମସ୍ତ ଯନ୍ତ୍ରାଂଶ,…

କ୍ବାରେନଣ୍ଟାଇନ ସେଣ୍ଟର ନିକଟରୁ ପ୍ରବାସୀଙ୍କ ମୃତଦେହ ଠାବ

କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ଏକ କ୍ବାରେନଣ୍ଟାଇନ କେନ୍ଦ୍ର ବାହାରେ ସୋମବାର ଦିନ ଜଣେ ପ୍ରବାସୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କୃଷ୍ଣଚନ୍ଦ୍ରପୁରର ବ୍ରଜବନ୍ଧୁ ରାଣା ବୋଲି ଜଣାପଡିଛି। ସୂଚନାନୁସାରେ, ଗତ ମେ ୨୬ରେ ମୁମ୍ବାଇରୁ ଫେରିବା ପରେ ତାଙ୍କୁ…

‘ଟ୍ରୁ କଲର’ ବ୍ୟବହାରକାରୀ ସାବଧାନ; ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ !

ଭୁବନେଶ୍ୱର: ଆପଣଙ୍କ ଫୋନରେ ରହିଛିକି 'ଟ୍ରୁ କଲର' ଆପ ? ଯଦି ହଁ, ତେବେ ହୋଇ ଯାଆନ୍ତୁ ସତର୍କ । ଜୀବନକୁ ସରଳ ଓ ସୁବିଧାଜନକ କରିବା ପାଇଁ ଆମେ ମୋବାଇଲରେ ଅନେକ ପ୍ରକାର ଆପ ଇନଷ୍ଟଲ କରିଥାଉ । ଆପ୍ ଟିଏ ଇନଷ୍ଟଲ କରିବା ସମୟରେ ଏହାର ଟର୍ମ ଓ କଣ୍ଡିସନ ସମ୍ପର୍କରେ ପ୍ରୟତଃ କେହି…

କାନ୍ଥ ଡେଇଁ ବାଇକ୍ ଲୁଟି ନେଲେ ଲୁଟେରା, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର: କର୍ଫ୍ୟୁ କଟକଣା ଭିତରେ ମାତିଛନ୍ତି ଲୁଟେରା । ଅନ୍ଧାରରେ ବେଧଡକ୍ ଘରେ ପଶି ଲୁଟିଛନ୍ତି ବାଇକ୍ । କ୍ୟାମେରାରେ କଏଦ୍ ହୋଇଛି ଚୋରିର ପୁରା କାହାଣୀ । ରାତି ପ୍ରାୟ ଗୋଟିଏ ବେଳେ ଭୁବନେଶ୍ୱର ପାତ୍ରପଡ଼ା ଅଂଚଳରେ ଲୁଟି ହୋଇଛି । ଏହି ଲୁଟ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍…

ଭଦ୍ରକରୁ ଜବତ ହେଲା ୮୧ ଗ୍ରାମର ବ୍ରାଉନ ସୁଗାର

ଭଦ୍ରକ: ଭଦ୍ରକର ଚରମ୍ପା ଓଭର ବ୍ରିଜ୍ ନିକଟରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ପ୍ରାୟ ୮୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଦୋଳସାହି ଅଞ୍ଚଳର ବୋଲି ଜଣାପଡିଛି । ପ୍ରାପ୍ତ…

କୁଲଗାମ୍‌ରେ ସେନା ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ୱାନପୋରା ଅଞ୍ଚଳରେ ଲୁଚି…

ଭୁବନେଶ୍ୱରରେ ଜୁଆ ଆଡ୍ଡା ଠାବ, ୯ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗୋଟିଏ ହୋଟେଲରେ ଶୁକ୍ରବାର ରାତିରେ ଚଢାଉ କରି ଏକ ଜୁଆ ଆଡ୍ଡା ଠାବ କରାଯାଇଛି । ଏପରିକି ପାଖାପଖି ୯ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଆଇଆରସି ଭିଲେଜ ନିକଟ ଭିଆଇପି କଲୋନୀରେ ଥିବା ଏକ ହୋଟେଲରେ ଚଢାଉ…