Latest Odisha News

BREAKING NEWS

Browsing Category

ଅପରାଧ

ମରି ଯାଉଛି ମାନବିକତା: ବାଘୁଣୀକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ପିଲିବିଟ୍: ଧୀରେଧିରେ ମରିଯାଉଛି ମାନବିକତା । କିଛିଦିନ ତଳେ ଏକ ଗର୍ଭଣି ହାତୀକୁ ଖାଦ୍ୟରେ ବିସ୍ଫୋଟକ ଦେଇ ହତ୍ୟା କରାଯାଇଥିବା ବେଳେ ଏବେ ସମ୍ନାକୁ ଆସିଛି ଆଉ ଏକ ହୃଦୟ ବିଦାରକ ଘଟଣା। ଗୋଟିଏ ବାଘୁଣୀକୁ କିଛି ଲୋକ ପିଟି ପିଟି ମାରିଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରର ଭାଇରଲ ହେଉଛି।…

ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୭ ଗାଡି

ମାଲକାନଗିରି: ମାଲକାନଗିରି-ଆନ୍ଧପ୍ରଦେଶ ସୀମାନ୍ତ ନିକଟ ଭେଙ୍କଟପୁରମରେ ରାସ୍ତା କାମ ଚାଲୁଥିବା ବେଳେ ସେଥିରେ ନିୟୋଜିତ ଗାଡି ଓ ସାମଗ୍ରୀରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମାଓବାଦୀମାନେ ୨ଟି ଜେସିବି ମେସିନ୍‌, ୨ ଟ୍ରାକ୍ଟର, ଟ୍ରକ୍‌, ଲରୀ ଓ ଗୋଟିଏ…

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା…

କ୍ବାରେନଣ୍ଟାଇନ ସେଣ୍ଟରରେ ନାବାଳିକା ମୃତ

ନୂଆପଡା: ଅତ୍ୟଧିକ ଜ୍ୱର ହେତୁ ଶନିବାର ଦିନ ନୂଆପଡା ଜିଲ୍ଲା ଖରିଆର ବ୍ଲକରେ ଥିବା ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ଜଣେ ୬ ବର୍ଷ ବାଳିକାର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଗତ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶରୁ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୋଟଳ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଉକ୍ତ ଜଙ୍ଗଲ ନିକଟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ…

ବଲାଙ୍ଗିରରେ ଡବଲ୍ ମର୍ଡର, ଜଣେ ଅଟକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡା ଅଞ୍ଚଳରେ ଜଣେ ଦମ୍ପତିଙ୍କୁ ତାଙ୍କ ପୁତୁରା ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ବହୁ ଦିନରୁ ଜମି ଭାଗ ବଣ୍ଟାକୁ ନେଇ ଦାଦା ଓ ଖୁଡିଙ୍କ ସହ ପୁତୁରାର ବିବାଦ ଲାଗି…

ଲାଞ୍ଚୁଆ ଆଇସିଡିଏସ୍ ସୁପରଭାଇଜର: ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି: ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ  । ୪ ହଜାର ୫ ଶହ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି  । ଅଭିଯୋଗ ଅନୁସାରେ  ସ୍ଥାନୀୟ କନ୍ଦିକିଗୁଡ଼ା ଗାଁର ଅଙ୍ଗନଓ୍ୱାଡ଼ି କର୍ମୀ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା: ଜନୈକ ଅବସରପ୍ରାପ୍ତ କୃଷି ବିଭାଗ ଓଭରସିୟର ଫକିର କର୍ଣ୍ଣଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ…

ଦୁର୍ବୁତ୍ତଙ୍କ କବଜାରେ ବୈତରଣୀ ନଦୀ ପଠା; ଦୈନିକ ଶହ ଶହ ଟ୍ରିପ ମାଟି ଖୋଳି ନେଉଥିବା ଅଭିଯୋଗ

ଯାଜପୁର:ବାଲି ପରେ ଏବେ ଦୁର୍ବୃତଙ୍କ ଟାର୍ଗେଟରେ ନଦୀ ପଠାର ମାଟି । ଖୋଳି ନେଉଛନ୍ତି ଶହଶହ ଟ୍ରିପ୍ ମାଟି । ଫଳରେ କ୍ଷୟ ହେବାକୁ ବସିଲାଣି ନଦୀ ପଠା । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା କୋରାଇ ବ୍ଳକ ମୁଳାପାଳ ପଂଚାୟତ ଅଂଚଳରେ । ଏହି ପଂଚାୟତ ଦେଇ ବହି ଯାଇଥିବା ବୈତରଣୀ ନଦୀର…

ଗଞ୍ଜାମରେ ବୋମା ବିସ୍ଫୋରଣ; ୩ ଗୁରୁତର ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ନିକଟସ୍ଥ ନୂଆପଲ୍ଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବିଲରେ ପୋଖରୀ ଖୋଳା ହେଉଥିବା ବେଳେ କୌଣସି କାରଣବଶତଃ ବୋମା ବିସ୍ଫୋରଣ ଘଟିବାରୁ ପ୍ରାୟ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ…