Latest Odisha News

BREAKING NEWS

Browsing Category

ଅପରାଧ

ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ନିଖୋଜ ନାବାଳିକା; ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାକୁ ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ,…

ଡବଲ୍ ମର୍ଡର ଘଟଣାରେ ସିନ୍ ରିକ୍ରିଏଟ୍ କଲା ପୋଲିସ

ଝାରସୁଗୁଡା: ଏକ ଡବଲ୍ ମର୍ଡର ମାମଲାରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ତଥା ପୂର୍ବତନ ବିଧାୟକଙ୍କୁ ଗିରଫ କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଛି । ଛତିଶଗଡର ରାୟଗଡା ଜିଲ୍ଲାସ୍ଥିତ ସବାରୀ ପ୍ଲାଣ୍ଟ ନିକଟରେ ଏହି ଡବଲ୍ ମର୍ଡର…

ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୯ସ୍ଥିତ ପୋଷ୍ଟାଲ୍ କଲୋନୀ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ଦିନ ଟ୍ୱିଟ୍ କରି ଜଣାଇଛନ୍ତି କମିଶନରେଟ୍ ପୋଲିସ । ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା…

ଯୁବତୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ପୋଲିସ ବାବୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ରବିବାର ଦିନ ଜଣେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହୋଇଛନ୍ତି ଜଣେ ଯୁବକ । ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ପେଶାଲ୍ ସୁରକ୍ଷା ବାଟାଲିୟନ୍ (ଏସଏସବି) ପୋଲିସ କର୍ମୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ…

୨ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଚାଂଚଲ୍ୟକର ଘଟଣା । ଜଣେ ଯୁବତୀ ୨ଜଣ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଦୁଇ ଜଣ ପୋଲିସକର୍ମୀ ଅପହରଣ କରିନେଇ ବହୁତ ସମୟ ବାନ୍ଧି କି ରଖିଥିଲେ । ଏନେଇ ପୋଲିସ ମାମଲା ରୁଜୁ…

ବଡ ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ ପୋଲିସ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚରା…

ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ; ରୋଗୀ ସେବା ବାଧାପ୍ରାପ୍ତ

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ (ଏମସିଏଚ)ରେ ଶନିବାର ଦିନ ନର୍ସ ଓ ପାରା ମେଡିକାଲ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଗତ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ…

ଗୋଆରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ନାବାଳକ ଗିରଫ

ପାନାଜୀ: ଓଡ଼ିଶାର ଜଣେ ୨୮ ବର୍ଷିୟା ଯୁବତୀଙ୍କୁ ଗୋଆରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ୧୬ ବର୍ଷ ବୟସ୍କ ଜଣେ ନାବାଳକକୁ ଗୋଆ ପୋଲିସ ଗିରଫ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଠାକାର ସ୍ଥାନୀୟ ଅଦାଲତ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍…

ଚଳନ୍ତା ଟ୍ରେନରେ ପ୍ୟାସେଞ୍ଜରଙ୍କୁ ଲୁଟୁଥିଲେ; ଗିରଫ ହେଲେ ୩ ଜଣିଆ ଗ୍ୟାଙ୍ଗ୍‌

ବାଲେଶ୍ୱର: ବିଭିନ୍ନ ଟ୍ରେନରେ ପଶି ଯାତ୍ରୀମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଲୁଟି ଚାଲିଥିଲେ ଏକ ଡକାୟତ ଦଳ । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗରେ ଥିବା ୩ ଜଣ ଦୁର୍ବୃତ୍ତଙ୍କ୍‌ୁ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ଡକାୟତ ଦଳ ଆଜି ଏକ ଟ୍ରେନରେ…

ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ…