Latest Odisha News
Browsing Category

ଅପରାଧ

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା…

ଲକ୍‌-ଡାଉନରେ ଫସିଥିଲା ସ୍ତ୍ରୀ, ପ୍ରେମିକାକୁ ବିବାହ କଲା ସ୍ୱାମୀ !

ବିହାର: ପାଲିଗଂଜ ଭରତପୁରାର ଧୀରଜ କୁମାର । ଲକ୍‌-ଡାଉନ୍ ପୂର୍ବରୁ ସ୍ତ୍ରୀ ଯାଇଥିଲା ଶ୍ୱଶୁର ଘର । ହେଲେ ରାସ୍ତାଘାଟ ବନ୍ଦ ଥିବାରୁ ଆଉ ଫେରିପାରିନଥିଲା । ଶେଷରେ ରାଗ ଶୁଝାଇବାକୁ ଯାଇ ପୂର୍ବତନ ପ୍ରେମିକାକୁ ବିବାହ କରି ଗିରଫ ହୋଇଛି । ବିବାହ ପରେ ସ୍ତ୍ରୀ ଦୁଲହିନ୍ ବଜାରସ୍ଥିତ ନିଜ…

ଶାଢି ଚ୍ୟାଲେଂଜ; ପର୍ଣ୍ଣ ସାଇଟ୍‌ରେ ସ୍ଥାନ ପାଇପାରେ ଆପଣଙ୍କ ଫଟୋ !

ମୁମ୍ବାଇ: କ୍ୱାରେଣ୍ଟାଇନରେ ସୋସିଆଲ ମିଡିଆରେ ଏକାଧିକ ଟ୍ରେଣ୍ଡ । ଖାସ କରି ଫେସବୁକରେ ଶାଢୀ ଚ୍ୟାଲେଂଜ ସବୁଠୁ ଅଧିକ ପପୁଲାର ହୋଇିଛି । ତେବେ କିଛି ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଫଟୋ ପର୍ଣ୍ଣ ସାଇଟରେ ପବ୍ଲିସ୍ ହୋଇଥିବା ଅଭିଯୋଗ ଆସିଛି । ଡିପ୍ ନ୍ୟୁଡ (Deep Nude) ନାମକ ଏକ…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ଲକ୍‌-ଡାଉନରେ ଲୁଡୁ ଖେଳ, କାଶ ହେବାରୁ ଗୁଳିମାଡ !

ଉତ୍ତର ପ୍ରଦେଶ: ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଲକ୍‌-ଡାଉନକୁ ବେଖାତିର କରି ଚାଲିଥିଲା ଲୁଡୁ ଖେଳ । ହେଲେ ମଝିରେ ଜଣେ ଖେଳାଳିଙ୍କୁ କାଶ ହେବାରୁ ବିପକ୍ଷ ଖେଳାଳି କରିଥିଲା ଗୁଳିମାଡ । Greater Noida: A man was shot at for coughing during a ludo game at Dayanagar village…

ଲକ୍‌-ଡାଉନ୍ ଅପରାଧ; ମଦ ଚୋରି ଅଭିଯୋଗରେ ୩ ଗିରଫ !

ରାଉରକେଲା: ବୁଧବାର ପ୍ଲାଣ୍ଟ ସାଇଟ୍ ପୋଲିସ ମଦ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ସେକ୍ଟର-୨୧ ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪ କାର୍ଟୁନ ମଦ ଓ ଚୋରିରେ ବ୍ୟବହାର ହୋଇଥିବା ଅଟୋରିକ୍ସାକୁ ପୋଲିସ ଜବତ କରିଛି । ସୋମବାର ରାତିରେ ୩ ଅଭିଯୁକ୍ତ…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍…

ତାଲାବନ୍ଦ ବେଳେ ଝାରପଡା ଅଂଚଳର ଦୁଇଟି ଘରୁ ଚୋରି

ଭୁବନେଶ୍ୱର: ମହାମହାରୀ କରୋନାକୁ ନେଇ ସାରା ଦେଶରେ ୨୧ ଦିନିଆ ତାଲାବନ୍ଦ ପଡିଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱର ଦୁଇଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଝାରପଡା ବୈରାଗୀ ନଗର ଅଂଚଳରେ ଏହି ଘଟଣା ଘଟିଛି । ଏହି ଅଂଚଳର ୨ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ…

ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ୱସ୍ତି; ଦେବାଳିଆ ଘୋଷଣା ଲାଗି ହାଇକୋର୍ଟରେ ଶୁଣାଣି ସ୍ଥଗିତ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ଲଣ୍ଡନ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କେବଳ ଏସବିଆଇ ନୁହେଁ ବରଂ ଏସବିଆଇ ସହିତ ଏକାଧିକ ବ୍ୟାଙ୍କ୍…