Latest Odisha News

BREAKING NEWS

Browsing Category

ଅପରାଧ

ହାତୀ ଦାନ୍ତ ଉଦ୍ଧାର ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାରସଦାଦର ଜଙ୍ଗଲରୁ ଦନ୍ତା ହାତୀ ଶିକାର କରି ଦାନ୍ତ କାଟି ନେବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥିସହିତ ୨ଟି ହାତୀ ଦାନ୍ତ ମଧ୍ୟ ଉଦ୍ଧାର କରିଛି ବନ ବିଭାଗ । ମୁଖ୍ୟ ଅଭିଯୁକ୍ତମାନେ ହେଲେ ମେଘନାଦ ଗାଁର ସୁରେନ୍ଦ୍ର କର୍ଣ୍ଣ ଓ…

ଲଭ୍‌-ସେକ୍ସ-ଧୋକା, ପୁଣି ଗିରଫ ହେଲେ ଓଏସ୍‌ଏପି ଯବାନ

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଲଭ୍‌-ସେକ୍ସ-ଧୋକା । ମହିଳାଙ୍କୁ ଧୋକା ଦେଇ ଜେଲ୍ ଗଲେ ଓଏସ୍‌ଏପି ଯବାନ । ଭୁବନେଶ୍ୱର ନୟାପଲ୍ଲି ଅଚଂଳର ଜଣେ ମହିଳାଙ୍କୁ ଫସାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଓଏସ୍‌ଏପି ଯବାନ ରାଜକିଶୋର ଭୋଇ ଗିରଫ ହୋଇଛନ୍ତି । ତେବେ ଏହା…

ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର

ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି । ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ…

ପୂର୍ବତନ କାଉନସିଲରଙ୍କୁ ବୋମା ମାଡ ପଛରେ ସୁପାରୀ କିଲର !

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ କେହି ଦୁବୃର୍ତ୍ତ ବୋମା ମାଡ କରିବା ଘଟଣା ଶୁକ୍ରବାର ଦିନ ନୂଆମୋଡ ନେଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ୩ ଜଣକୁ ମଧ୍ୟ ଅଟକ ରଖିଛି ପୋଲିସ । ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ଉଦିତ…

ରାଉରକେଲାରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା…

ସ୍ମିତାରାଣୀ ମୃତ୍ୟୁ ମାମଲା: ମାଟିରେ ମିଶିଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଆଜି ଭଙ୍ଗା ହେଲା ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍ ଗେଷ୍ଟହାଉସ ରଙ୍ଗଶାଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗା ଚାଲିଛି । ଘରର ଆସବାବ ପତ୍ର ସବୁ ବାହାରକୁ କାଢ଼ି ଦିଆଯାଇଛି । ପୂର୍ବରୁ ଏହି…

ରାଉରକେଲାରେ ଚାଞ୍ଚଲ୍ୟ; ଏସିଡ୍ ମାଡରେ ପରିବାରର ୪ ସଦସ୍ୟ ଆହତ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡରେ ବୁଧବାର ରାତିରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ପିଡିତ ମାନେ ହେଲେ ନଗେନ୍ଦ୍ର ପଣ୍ଡା, ତାଙ୍କ ପତ୍ନୀ ସଙ୍ଗୀତା, ସାନ ଭାଇ ବିଦ୍ୟାକାନ୍ତ ଓ ମାଆ ସୁଲୋଚନା…

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି। ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ବିଲ ପାସ କରାଇବା ପାଇଁ କହି ଜଣେ ଠିକାଦାରଙ୍କୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ…