Latest Odisha News

BREAKING NEWS

Browsing Category

ଅପରାଧ

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କୋରାପୁଟ: ନକ୍ସଲମାନଙ୍କ ପିଏଲଜିଏ ସପ୍ତାହ ସୋମବାର ଠାରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୮ ଦିନଧରି ଏହି ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବସ୍ ଗୁଡିକର ଚଳାଚଳ ବନ୍ଦ…

ବିବାହ ପାଇଁ ମନା କରିବାରୁ ବାପ-ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ: ଶନିବାର ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ପାଗଳ ପ୍ରେମିକ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।…

ମୟୁରଭଞ୍ଜରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଅଟକ

ବାରିପଦା: ବାରିପଦାରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିବା ଘଟଣାରେ ରବିବାର ଦିନ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି। ପୋଲିସର ସୂଚନାନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜର ଛାତ୍ରାବାସରେ ରହୁଥିବା ରୁକ୍ମଣୀ ମୁଣ୍ଡା…

ମାଲକାନଗିରିରେ ଛାତ୍ରୀଙ୍କୁ ପିଟିଲେ ଡାକ୍ତର !

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଶୁକ୍ରବାର ଦିନ ଜଣେ ଛାତ୍ରୀଙ୍କୁ ମାଡମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସ୍ଥାନୀୟ କାଲିମେଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, କାଲିମେଳା ହାଇସ୍କୁଲରେ ପଢୁଥିବା ଜଣେ ଦଶମ…

ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ: ଦୁଷ୍କର୍ମ ପରେ ମହିଳା ଡାକ୍ତରଙ୍କୁ ଜିଅନ୍ତା ଜାଳିଦେଲେ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଗୁରୁବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାନେ ଅତି ନିର୍ମମ ଭାବେ କିରାସିନ ଢାଳି ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ…

ରାଜଧାନୀର ଏକ ହୋଟେଲ୍ ୱାଶରୁମରୁ ଜବତ ହେଲା ସିିସିଟିଭି କ୍ୟାମେରା !

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲରେ ଥିବା ୱାଶରୁମ ମଧ୍ୟରୁ ଖଞ୍ଜା ଯାଇଥିବା ସିିସିଟିଭି କ୍ୟାମେରା ଜବତ ହୋଇଛି । ଆଇଆରସି ଭିଲେଜରେ ଥିବା ଏକ ହୋଟେଲରେ ଏହା ଥିବା କୌଣସି ସୂତ୍ରରୁ ଜାଣିପାରି ନୟାପଲ୍ଲୀ ପୋଲିସ ହୋଟେଲ ଉପରେ ଚଢଉ କରିଥିଲେ । ଭୁବନେଶ୍ୱର ଆଇଆରସି ଭିଲେଜ ଅନ୍ତର୍ଗତ ସାଇ…

ଭୁବନେଶ୍ୱରରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚିଟଫଣ୍ଡ ସଂସ୍ଥା ଶାସ୍ତ୍ରୀ ଏଣ୍ଟରପ୍ରାଇଜେସର ଡାଇରେକ୍ଟର ମଲିକାର୍ଜୁନ ରାଜୁଙ୍କୁ ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲୁ) ଗିରଫ କରିଛି । ମଲିକାର୍ଜୁନଙ୍କୁ ଗିରଫ କରିବା ପୂର୍ବରୁ 'ଇଓଡବ୍ଲୁ' ଏହି ସଂସ୍ଥାର ୪ ଜଣଙ୍କୁ ଗିରଫ…

କେକ୍ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାଉରକେଲା ସହରର ବନ୍ଧମୁଣ୍ଡା ସି ସେକ୍ଟର ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ଗୁରୁବାର ଦିନ ଜନ୍ମଦିନ ଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରି ଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଝିଅର…

ରାଜଧାନୀରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ନର କଙ୍କାଳ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ନିକଟ ଏକ ଡଷ୍ଟବିନରୁ ଶୁକ୍ରବାର ଦିନ ଗୋଟିଏ ନର କଙ୍କାଳ ଠାବ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜଣେ ସଫେଇ କର୍ମଚାରୀ ଆଜି ସକାଳେ ଆଇଆରସି ଭିଲେଜ୍ ନିକଟରେ ଥିବା ଏକ ଡଷ୍ଟବିନକୁ ଅଭିଆ ଆବର୍ଜନା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କୋରାପୁଟ: କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ ଥାନା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି କୋଟପାଡ ଥ।। ଏଏସଆଇ ଶରତ କୁମାର ସାହୁ । ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜମିଜମା ବିବାଦ…