Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି…

ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମକାରୀ କୁଲଦୀପ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଘଟିଥିବା ଅପହରଣ ଏବଂ ବଳତ୍କାର ମାମାଲରେ ଦିଲ୍ଲୀର ତିସହଜାରୀ କୋର୍ଟ ଦୋଷୀ କୁଳଦୀପ ସେଙ୍ଗରକୁ ଆଜୀବନ କାରା ଦଣ୍ଡ ସହ ୨୫ ଲକ୍ଷ ଟଙ୍କାର ଦଣ୍ଡ ଶୁଣାଇଛନ୍ତି । 2017 Unnao rape case: Delhi's Tis Hazari Court has also…

ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଖବର ଶୁଣି ଛାନିଆରେ ପ୍ରାଣ ହରାଇଲା ଅନ୍ୟଜଣେ ବିଚାରଧୀନ କଏଦୀ !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜେଲ ମଧ୍ୟରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି । ମୃତ କଏଦୀର ନାମ ତୁରୀ ମୁଣ୍ଡା ହୋଇଥିବା ବେଳେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି । ଜେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ,…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନ.ଏସି.ର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ…

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨…

ନାବାଳିକା ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କେନ୍ଦୁଝର ଜିଲ୍ଲା କୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଦୌରାଜର୍ଜ କୋର୍ଟ ଗୁରୁବାର ଦିନ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ସୁନୀଲ ନାୟକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ନୟାଧୀଶ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ଆଧାରରେ ପୋକ୍ସୋ ନିୟମ ଅନୁଯାୟୀ ଏହି ଆଦେଶ ଦେଇଛନ୍ତି । ଗଣମାଧ୍ୟମକୁ…

ବିଲେଇ ମାରି ବନ୍ଧା ହେଲେ ଯୁବକ !

ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ । ବୁଧବାର ଭୁବନେଶ୍ୱର ୟୁନିଟ -୪ରେ ଗୋଟିଏ ପୋଷା ବିଲେଇକୁ କେହି ଗୁଳି କରି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ବିଲେଇକୁ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା: ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟରେ ଚଢାଉ…

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…

ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ; ଦୁଷ୍କର୍ମକାରୀ ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନକୁ ବୁଧବାର ଦିନ ସୁପ୍ରିକକୋର୍ଟ ଖାରଜ କରିଦେଇଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି…