Latest Odisha News

BREAKING NEWS

Browsing Category

ଅପରାଧ

ଚଳନ୍ତା ଟ୍ରେନରେ ପ୍ୟାସେଞ୍ଜରଙ୍କୁ ଲୁଟୁଥିଲେ; ଗିରଫ ହେଲେ ୩ ଜଣିଆ ଗ୍ୟାଙ୍ଗ୍‌

ବାଲେଶ୍ୱର: ବିଭିନ୍ନ ଟ୍ରେନରେ ପଶି ଯାତ୍ରୀମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଲୁଟି ଚାଲିଥିଲେ ଏକ ଡକାୟତ ଦଳ । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗରେ ଥିବା ୩ ଜଣ ଦୁର୍ବୃତ୍ତଙ୍କ୍‌ୁ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ଡକାୟତ ଦଳ ଆଜି ଏକ ଟ୍ରେନରେ…

ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ…

ଲଜ୍ଜା: ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ…

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ…

ହସ୍ପିଟାଲରେ ରକ୍ତ ବିକ୍ରି ଅଭିଯୋଗରେ ୭ ଗିରଫ

ଭବାନୀପାଟଣା: କାଳହାଣ୍ଡି ଜିଲ୍ଲାର ଧର୍ମଗଡ ସବ-ଡିଭିଜନାଲ୍ ହସ୍ପିଟାଲରେ ରକ୍ତ ବିକ୍ରି କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଦଲାଲ୍ ଏବଂ ଆଉ ୨ ଜଣ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ ରହିଥିବା ନେଇ ଏସପି ବତ୍ତୁଳା ଗଙ୍ଗାଧର ସୂଚନା ଦେଇ କହିଛନ୍ତି…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ତାଙ୍କ ଗାଡିରୁ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା…

ଗଞ୍ଜାମ ତାରାତାରିଣୀ ପୀଠରେ ଅଘଟଣ; ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କଲେ ସେବାୟତ

ବ୍ରହ୍ମପୁର: ବ୍ରହ୍ମପୁର ଋଷିକୂଲ୍ୟା ନଦୀକୂଳରେ ଥିବା ମାଁ ତାରା ତାରିଣୀଙ୍କ ପୀଠରେ ମଙ୍ଗଳବାର ଦିନ ସେବାୟତମାନେ ଦୁଇ ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଭକ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ରାହୁଲ ପ୍ରଧାନ ନାମକ ଜଣେ…

ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ ଟ୍ୱିଷ୍ଟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ)ର ଛାତ୍ରୀଙ୍କୁ ଗୁଳି ମାଡ ଘଟଣା ସୋମବାର ଦିନ ଏକ ରୋଚକ ମୋଡ ନେଇଛି । ଏହାବ୍ୟତିତ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଆଶିଷ ନାୟକ ହୋଇଥିବା ବେଳେ ସେ…

ଅଭିଯୋଗକାରୀଙ୍କୁ ଅସଦାଚରଣ କରି ପୋଲିସ ଅଧିକାରୀ ନିଲମ୍ବିତ

ପୁରୀ: ‘ମୋ ସରକାର’ ଅଧିନରେ ଜନସାଧାରଣଙ୍କ ଠାରୁ ଖରାପ ଫିଡବ୍ୟାକ୍ ମିଳିବା ପରେ ପୁରୀ ଏସପି ଉମା ଶଙ୍କର ଦାସ ସୋମବାର ଦିନ ସଦର ଥାନାର ଏଏସଆଇ ପ୍ରହ୍ଲାଦ ବରାଳଙ୍କୁ ନିଲମ୍ବିତ କରିଛନ୍ତି । ଏଏସଆଇ ଜଣକ ଅଭିଯୋଗକାରୀଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଆହୁରି ମଧ୍ୟ…

ଛାତ୍ରୀଙ୍କୁ ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି ।…