Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରେ ଚାଞ୍ଚଲ୍ୟ; ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ପାଖାପାଖି ୨ ଜଣ ଦୁବୃର୍ତ୍ତ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା…

ଧରାପଡ଼ିଲା ବଙ୍ଗୀୟ ମହିଳାଙ୍କ ଗଞ୍ଜେଇ ବେପାର; ୧୦୫ କ୍ୱିଣ୍ଟାଲ୍ ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ହୋଇ ପ୍ରାୟ ୧୦୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଏହି ନିଶା ଚୋରା ଚାଲାଣ କାରବାରରେ ଅନେକ ବଙ୍ଗୀୟ ମହିଳା ସଂପୃକ୍ତ ରହିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି ।…

ହାତୀ ଦାନ୍ତ ଉଦ୍ଧାର ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାରସଦାଦର ଜଙ୍ଗଲରୁ ଦନ୍ତା ହାତୀ ଶିକାର କରି ଦାନ୍ତ କାଟି ନେବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥିସହିତ ୨ଟି ହାତୀ ଦାନ୍ତ ମଧ୍ୟ ଉଦ୍ଧାର କରିଛି ବନ ବିଭାଗ । ମୁଖ୍ୟ ଅଭିଯୁକ୍ତମାନେ ହେଲେ ମେଘନାଦ ଗାଁର ସୁରେନ୍ଦ୍ର କର୍ଣ୍ଣ ଓ…

ଲଭ୍‌-ସେକ୍ସ-ଧୋକା, ପୁଣି ଗିରଫ ହେଲେ ଓଏସ୍‌ଏପି ଯବାନ

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଲଭ୍‌-ସେକ୍ସ-ଧୋକା । ମହିଳାଙ୍କୁ ଧୋକା ଦେଇ ଜେଲ୍ ଗଲେ ଓଏସ୍‌ଏପି ଯବାନ । ଭୁବନେଶ୍ୱର ନୟାପଲ୍ଲି ଅଚଂଳର ଜଣେ ମହିଳାଙ୍କୁ ଫସାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଓଏସ୍‌ଏପି ଯବାନ ରାଜକିଶୋର ଭୋଇ ଗିରଫ ହୋଇଛନ୍ତି । ତେବେ ଏହା…

ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର

ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି । ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ…

ପୂର୍ବତନ କାଉନସିଲରଙ୍କୁ ବୋମା ମାଡ ପଛରେ ସୁପାରୀ କିଲର !

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ କେହି ଦୁବୃର୍ତ୍ତ ବୋମା ମାଡ କରିବା ଘଟଣା ଶୁକ୍ରବାର ଦିନ ନୂଆମୋଡ ନେଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସମେତ ୩ ଜଣକୁ ମଧ୍ୟ ଅଟକ ରଖିଛି ପୋଲିସ । ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ଉଦିତ…

ରାଉରକେଲାରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା…

ସ୍ମିତାରାଣୀ ମୃତ୍ୟୁ ମାମଲା: ମାଟିରେ ମିଶିଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଆଜି ଭଙ୍ଗା ହେଲା ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍ ଗେଷ୍ଟହାଉସ ରଙ୍ଗଶାଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗା ଚାଲିଛି । ଘରର ଆସବାବ ପତ୍ର ସବୁ ବାହାରକୁ କାଢ଼ି ଦିଆଯାଇଛି । ପୂର୍ବରୁ ଏହି…

ରାଉରକେଲାରେ ଚାଞ୍ଚଲ୍ୟ; ଏସିଡ୍ ମାଡରେ ପରିବାରର ୪ ସଦସ୍ୟ ଆହତ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡରେ ବୁଧବାର ରାତିରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ପିଡିତ ମାନେ ହେଲେ ନଗେନ୍ଦ୍ର ପଣ୍ଡା, ତାଙ୍କ ପତ୍ନୀ ସଙ୍ଗୀତା, ସାନ ଭାଇ ବିଦ୍ୟାକାନ୍ତ ଓ ମାଆ ସୁଲୋଚନା…