Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଭଡାଘରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜର ଗୁରୁବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଞ୍ଜିତା ରାଓ ଏବଂ ସେ ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ଭାବେ…

ମହଙ୍ଗା ପଡ଼ିଲା ମଦପିିଇ ଗାଡ଼ି ଚଳାଇବା; ୩ ମାସରେ ୮୫୮୩ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଗତ ତିନିମାସ ମଧ୍ୟରେ ମଦ ପିଇ ଗାଡ଼ି ଚଳଇବା ଅଭିଯୋଗରେ ଓଡ଼ିଶା ପୋଲିସ ୮୫୮୩ ଜଣ ଚାଳକଙ୍କୁ ଗିରଫ କରିଛି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, କେବଳ ସେପ୍ଟେମ୍ବର ମାସରେ ୨୩୯୪ ଜଣ ମଦ୍ୟପ ଚାଳକ ଗିରଫ…

ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରିବ ପୋଲିସ

ପୁରୀ: ପୁରୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ପୋଲିସ ପକ୍ଷରୁ ଏହି ମାମଲାରେ ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ । ପୋଲିସ ଡିଆଇଜି (କେନ୍ଦ୍ରାଞ୍ଚଳ) ଆଶିଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଖ୍ୟ ଅଭିଯୁକ୍ତ…

ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: କାର୍ଯ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ପୋଲିସ ଅଧିକାରୀ

ବାରିପଦା: ରାଇରଙ୍ଗପୁର ମହାବିଦ୍ୟାଳୟର ଚୁକ୍ତିଭିତ୍ତିକ ମହିଳା ଅଧ୍ୟାପିକାଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣାର ୨ ଦିନ ପରେ ମୟୂରଭଞ୍ଜ ଜିଲ୍ଲା ଏସପି ସ୍ମିଥ ପରମାର ସୋମବାର ଦିନ ପୂର୍ବତନ ଝାରପୋଖରିଆ ଆଇଆଇସି ଶରତ ମହାଳିକ ଏବଂ ଏଏସଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।…

ପୁରୀରେ ମହିଳାଙ୍କୁ ଗଣଦୁଷ୍କର୍ମ; ଅଭିଯୁକ୍ତ ପୋଲିସ କନେଷ୍ଟବଳ ଅଟକ !

ପୁରୀ: ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ସୋମବାର ସନ୍ଧ୍ୟାରେ ଥାନାରେ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନାଦେଇ Woman allegedly raped by two men, including policeman, inside police quarter in Odisha's…

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କୋରାପୁଟ: ନକ୍ସଲମାନଙ୍କ ପିଏଲଜିଏ ସପ୍ତାହ ସୋମବାର ଠାରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୮ ଦିନଧରି ଏହି ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବସ୍ ଗୁଡିକର ଚଳାଚଳ ବନ୍ଦ…

ବିବାହ ପାଇଁ ମନା କରିବାରୁ ବାପ-ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ: ଶନିବାର ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ପାଗଳ ପ୍ରେମିକ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।…

ମୟୁରଭଞ୍ଜରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଅଟକ

ବାରିପଦା: ବାରିପଦାରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିବା ଘଟଣାରେ ରବିବାର ଦିନ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି। ପୋଲିସର ସୂଚନାନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜର ଛାତ୍ରାବାସରେ ରହୁଥିବା ରୁକ୍ମଣୀ ମୁଣ୍ଡା…

ମାଲକାନଗିରିରେ ଛାତ୍ରୀଙ୍କୁ ପିଟିଲେ ଡାକ୍ତର !

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଶୁକ୍ରବାର ଦିନ ଜଣେ ଛାତ୍ରୀଙ୍କୁ ମାଡମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସ୍ଥାନୀୟ କାଲିମେଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, କାଲିମେଳା ହାଇସ୍କୁଲରେ ପଢୁଥିବା ଜଣେ ଦଶମ…

ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ: ଦୁଷ୍କର୍ମ ପରେ ମହିଳା ଡାକ୍ତରଙ୍କୁ ଜିଅନ୍ତା ଜାଳିଦେଲେ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଗୁରୁବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ମାନେ ଅତି ନିର୍ମମ ଭାବେ କିରାସିନ ଢାଳି ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମରେ ପ୍ରକାଶ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ…