Latest Odisha News

BREAKING NEWS

Browsing Category

ଅପରାଧ

ମାଲକାନଗିରିରୁ ଜବତ ହେଲା ୧୬୫ କେଜିର ଗଞ୍ଜେଇ, ୨ ଅଟକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଉଡଗୁଡା ଛକ ନିକଟରେ ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ପ୍ରାୟ ୧୬୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରଞ୍ଜିତ ସିକଦର୍ (୩୦) ଏବଂ ସୁବାସ ଖରା (୩୭) । ଉଭୟ ମାଲକାନଗିରି ଜିଲ୍ଲାର…

ୟୁନାଇଟେଡ଼ ବ୍ୟାଙ୍କ ଠକେଇ ଘଟଣା: ୩ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସିବିଆଇର ମାମଲା ରୁଜ୍ଜୁ

ଭୁବନେଶ୍ୱର : ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ନୟାପଲ୍ଲୀ ଶାଖାର ୩ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ୨୦୧୭ ମସିହାରେ ହୋଇଥିବା ୨୪ କୋଟିରୁ ଅଧିକ ଋଣ ଠକେଇ ଘଟଣାରେ ଏହି ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ…

ରାଜଧାନୀ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା: ସଂଶ୍ଳିଷ୍ଟ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଆବାସିକ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମହିଳା ପୋଲିସ ବସ୍ତି ଅଞ୍ଚଳରୁ ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକୁ ଗିରଫ କରିଛି । ମହିଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଯୁବକ ଜଣକ ବୁଧନ ମୁର୍ମୁ (୨୦) ବୋଲି ଚିହ୍ନଟ ହୋଇଛି । ଏହି ଗିରଫ ଯୁବକ ଜଣକ ମୟୂରଭଞ୍ଜ…

ଇଞ୍ଜିନିୟର୍ ଉଠବସ୍ ଘଟଣା: ଶୁଣାଣି ଜୁଲାଇ ୫କୁ ଘୁଞ୍ଚିଲା, ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ବିଧାୟକ

ଭୁବନେଶ୍ୱର: ଇଞ୍ଜିନିୟରଙ୍କୁ ଉଠବସ୍ କରାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣିକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସନ୍ତା ଜୁଲାଇ ୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବିଧାୟକ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା ବେଳେ ଏହି ଆବେଦନର…

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ବିଦ୍ୟାଳୟରେ କେହି ଦୁର୍ବୃତ୍ତ ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପଢାଉଥିବା ବେଳେ ଅଚାନକ କେହି ଦୁର୍ବୃତ୍ତ ତାଙ୍କ ଉପରକୁ…

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ସୋମବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଖଣ୍ଡଗିରି ସ୍ଥିତ କୋଳଥିଆ ନିକଟରୁ ଜବତ କରାଯାଇଛି । ଏହି ଘଟଣାରେ…

ରାଜଧାନୀରେ ଛାତ୍ରୀ ଗର୍ଭବତୀ: ସିଡବ୍ଲ୍ୟୁସିର ପୋଲିସ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଏସଟି ଓ ଏସସି ବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କର ପରୀକ୍ଷା ହେବା ପରେ ଜଣେ ଛାତ୍ରୀ ବର୍ତ୍ତମାନ ଗର୍ଭବତୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଡ଼େପୁଟି କମିଶନର ଅଫ ପୋଲିସ (ଡ଼ିସିପି)ଙ୍କ ନିକଟରେ ଖୋର୍ଦ୍ଧା…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ସ୍ତ୍ରୀ’ଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସ୍ୱାମୀ ଓ ନାବାଳକ ପୁଅକୁ ପିଟିଲେ ୩ ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପଟ ଗ୍ରାମରେ କିଛି ଦୁବୃର୍ତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସ୍ୱାମୀ ଓ ନାବାଳକ ପୁଅଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଫାଣ୍ଡି ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ଫାଣ୍ଡି ଏଏସଆଇ ଗଜେନ୍ଦ୍ର ବେହେରା। ପ୍ରାପ୍ତ ସୂଚନାନୁଯାୟୀ ଟାପଢୋଲ ଗ୍ରାମର ଜଗନ୍ନାଥ ବେହେରାଙ୍କ…

ପୋଲିସ ସୁରକ୍ଷା ଲୋଡିଲେ ଓଡିଶା ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଖଣି ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ ଶୁକ୍ରବାର ଦିନ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି । ଏଥିସହିତ ଗୋଟିଏ ଦିନ ପୂର୍ବରୁ ପାଖାପାଖି ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିବା ନେଇ…