Latest Odisha News

BREAKING NEWS

Browsing Category

ଅପରାଧ

ବାଣ ଗୋଦାମ ଉପରେ ଚଢାଉ, ୩ ଗିରଫ

କଟକ: କଟକ ଜଗତପୁର ଥାନା ପକ୍ଷରୁ ଫୁଣି ଥରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ଏହି ଘଟଣାରେ କମିସନରେଟ ପୋଲିସ ୩ ଜଣଙ୍କୁୁ ଗିରଫ କରିବା ସହିତ ଗୋଟିଏ ଟ୍ରକ୍ ବାଣ ଜବତ କରିଥିବା ନେଇ ସୂଚନା ମିିିଳିିିଛି। ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏନେଇ…

ବ୍ରହ୍ମପୁରରେ ଦୋକାନୀ ମାଲିକଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଜଣେ ଦୋକାନୀଙ୍କ ଉପରକୁ କେହି ବ୍ୟକ୍ତି ଗୁଳିମାଡ କରିଛି । ଉକ୍ତ ଦୋକାନୀଙ୍କ ନାମ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନୀ…

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା…

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ: ମାଓ ଅଧ୍ୟୁଷିତ କନ୍ଧମାଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ମାଓବାଦୀଙ୍କ ପକ୍ଷରୁ । ମିଳିଥିବା ସୂଚନାନୁଯାୟୀ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ…

ରାଜଧାନୀରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଏଟିଏମକୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବୁଧବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ…

ଖାପ୍ ପଞ୍ଚାୟତରେ ଗଣ୍ଡଗୋଳ, ୨ ମୃତ

ମାଲକାନଗିରି: ମାଲକାନଗିରିର ଏମପିଭି-୩୩ ଗ୍ରାମରେ କୌଣସି ବିବାଦର ସମାଧାନ ପାଇଁ ବସିଥିବା ଖାପ୍ ପଞ୍ଚାୟତର ବୈଠକ ଏକପ୍ରକାର ରଣକ୍ଷେତ୍ର ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଧାନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କର ପାରିବାରିକ ବିବାଦର ସମାଧାନ ଲାଗି ଖାପ୍ ପଞ୍ଚାୟତ ବୈଠକ…

ରାଜଧାନୀରେ ଦମ୍ପତିଙ୍କୁ ଘରେ ବନ୍ଦ କରି ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠସ୍ଥ ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ କିଛି ଦୁବୃର୍ତ୍ତ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ; ମେଡିକାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।…

ମହିଳା ଆଇନଜୀବୀ ମୃତ୍ୟୁ ଘଟଣା: ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଘର ମଧ୍ୟରୁ ଶନିବାର ଦିନ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ମିଳିବା ଘଟଣା ଏକ ନୂଆ ମୋଡ ନେଇଛି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଜୀବୀ ଦୀପାଳି ପ୍ରିୟଦର୍ଶୀନୀ ଜେନାଙ୍କ ପୁରୁଷ ବନ୍ଧୁଙ୍କୁ…