Latest Odisha News

BREAKING NEWS

Browsing Category

ଅପରାଧ

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରିର ଗୋଟିଏ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ନିଜର ପୈତୃକ ଗ୍ରାମ ଛାଡିଛନ୍ତି ମାଲକାନଗିରିର ଗୋଟିଏ ଆଦିବାସୀ ପରିବାର । ଡାବୁଗୁଡା ଗ୍ରାମରେ ବାସ କରୁଥିବା ଏହି ପରିବାରର ୧୩ ଜଣ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗାଁ ଛାଡିଛନ୍ତି । ଏନେଇ ମୁଦୁଲିପଡା ଥାନାରେ ଏତଲା ଦେବା ପରେ ସେମାନେ…

ଭୁବନେଶ୍ବରରେ ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥତ ଏକ ଘର ମଧ୍ୟରୁ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଦୀପାଳି ପ୍ରିୟଦର୍ଶୀନୀ ଜେନା ହୋଇଥୀବା ବେଳେ ସେ ନିଜ ମା’ ଓ ଦୁଇ ଭଉଣୀଙ୍କ ସହ ରହୁଥୀଲେ। ଖବର ପାଇ…

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟ ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି । ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟାଣାରେ ରୂପେଶର ସମ୍ପୃକ୍ତି ଥିବା ପୂର୍ବରୁ ସନ୍ଦେହ…

କଟକରୁ ୫୦ ଲକ୍ଷର ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ନିକଟ ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ପୋଲିସ ଶନିବାର ଦିନ ଚଢାଉ କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିଛି । କୌଣସି ସୁତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଜଗତସିଂହପୁର ଥାନାର ୧୦ ଜଣିଆ ଟିମ୍ ଓ ୪ ପ୍ଲାଟୁନ ଫୋର୍ସ ଉକ୍ତ ଗ୍ରାମ…

କଟକରେ ଯୁବକଙ୍କୁ ଗୁଳିମାଡ ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ମଧୁଆପଲ୍ଲି ରାସ୍ତା ନିକଟରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସ୍ଥାନୀୟ ମଣିପୁର ଗ୍ରାମର ଅର୍ଜୁନ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ…

ମୟୁରଭଞ୍ଜର ଏକାଧିକ ବେଆଇନ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଛୁରିପଡା ଅଞ୍ଚଳରେ ଥିବା ଏକାଧିକ ବେଆଇନ ବାଣ କାରଖାନା ଗୁଡିକ ଉପରେ ବାଇସିଙ୍ଗା ପୋଲିସ ଶୁକ୍ରବାର ଦିନ ଚଢ଼ାଉ କରିଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧ କୁଇଣ୍ଟାଲ ଓଜନର ବିସ୍ଫୋରକ ଏବଂ ୧୦୦ କେଜିର ବାଣ ସହ ବହୁଳ ପରିମାଣରେ କଞ୍ଚା ମାଲ ପୋଲିସ ଜବତ…

ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ

ଢେଙ୍କାନାଳ/ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁଙ୍କ ଘରେ ଚଢାଉ କରିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଚଢାଉ ବେଳେ ତାଙ୍କର ସରକାରୀ କ୍ୱାର୍ଟ୍ସ, ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ ସ୍ଥିତ…

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ପିପିଲି-ନିମାପଡା ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଭାଗୀରଥି ପ୍ରଧାନ (ଭାଗୁ) ବୋଲି ଜଣାପଡିଛି । ଭାଗୀରଥି ଠାରୁ ଗୋଟିଏ ବାଇକ୍, ଗୋଟିଏ ପିସ୍ତଲ ଏବଂ ଗୁଳି…

ନୟାଗଡରେ କଲେଜ ଛାତ୍ରଙ୍କୁ ଆକ୍ରମଣ

ନୟାଗଡ: ପୁରୀ ଜିଲ୍ଲାର ଏସସିଏସ୍ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କୁ କିଛି ଦୃର୍ବୁତ୍ତ ଫତେଗଡ ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ବୁଧବାର ଦିନ ଆକ୍ରମଣ କରିଥିବା ବେଳେ ନୟାଗଡ ଜିଲ୍ଲା ସଦର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ…

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାବୁ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ ଶ୍ରୀ ରାଉତ ତାଙ୍କୁ ସହାୟତା କରିବାକୁ ଯାଇ ତାଙ୍କ ସହ ଗତବର୍ଷ ଦୁଷ୍କର୍ମ କରିଥିବା ନେଇ…